ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ରିକ୍ଟର ସ୍କେଲ୍‌ରେ ତିବ୍ରତା ୩.୫

କଳାହାଣ୍ଡି/ନବରଙ୍ଗପୁର (ଓଡ଼ିଶା ଟାଇମ୍): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, … Read More

ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ପରଦାକୁ ଆସିବ ମନ ମୋର କାଗଜ ଗୁଡି ।  ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । … Read More

ଶେଷରେ ମାନିଲେ ପୁଟିନ, ଯୁଦ୍ଧରେ ମରିଛନ୍ତି ୪୯୮ ଋଷ ସୈନ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉଭୟ ଦେଶର ଶହଶହ ଯବାନ ପ୍ରାଣ ହରାଇଛନ୍ତି । ପୂର୍ବରୁ କିଛି କ୍ଷୟକ୍ଷତି ହୋଇନଥିବା ଋଷ ଏବେ ନିଜର ସୈନ୍ୟଙ୍କୁ ନେଇ ବଡ ପ୍ରତିକ୍ରିୟା … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୩୮ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ କୌଣସି ଘଟଣାକୁ ନେଇ ଆଜି ଆପଣଙ୍କ ମନ ଅଶାନ୍ତ ରହିପାରେ । ଅଫିସ୍‌ରେ ସାଧାରଣ କଥାକୁ କେନ୍ଦ୍ର କରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିପାରନ୍ତି । ଭୋଗବିଳାସ, ସାମାଜିକ ସମ୍ମାନ ଓ ବନ୍ଧୁ ସମ୍ପର୍କକୁ ପ୍ରାଧାନ୍ୟ ଦେଇ କାମ … Read More

ରୁଷ-ୟୁକ୍ରେନ ସଙ୍କଟ: ତୁରନ୍ତ ଖାର୍କିଭ ଛାଡିବାକୁ ନାଗରିକଙ୍କୁ କହିଲା ଭାରତ

କିଭ,(ଓଡିଶା ଟାଇମ୍): ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାର୍କିଭରେ ରହୁଥିବା ନାଗରିକଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରି ସେମାନଙ୍କୁ ତୁରନ୍ତ ସେହି ଅଂଚଳ ଛାଡି ଚାଲିଯିବାକୁ କହିଛି। ଭାରତୀୟମାନଙ୍କୁ ପେସୋଚିନ୍, ବାବାୟେ … Read More

ଋଷ ବିରୋଧରେ ଲଢିବାକୁ ବାହାରିଲେ ୭୦ ହଜାର ଜାପାନ ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଡାକିବା ପରେ ଜାପାନର ଦଶ ହଜାର ଲୋକ ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଋଷ ସୈନ୍ୟଙ୍କ ବିରୋଧରେ ଲଢିବା ପାଇଁ ଦକ୍ଷିଣ-ପଶ୍ଚିମ ଜାପାନରେ ରହୁଥିବା ୩୯ ବର୍ଷିୟ ଅଫିସ୍ … Read More

ରାଜଧାନୀରୁ ୭ଲକ୍ଷର ଜାଲ୍‌ ନୋଟ୍‌ ସିଜ୍‌, ୨ ଗିରଫ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ରାଜଧାନୀରୁ ପୁଳା ପୁଳା ଜାଲ୍‌ ନୋଟ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଜାଲ୍‌ … Read More

ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବେନଶ୍ୱରରୁ ଆଜି ୧୨ କୋଟି ଟଙ୍କାର ସୁନା କରିଛି ଜିଆରପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି । ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ … Read More

ରାଜ୍ୟରେ ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୮୫କୁ ବୃଦ୍ଧି … Read More