ସେପ୍ଟେମ୍ବର ୧୪ରେ ହେବ ରାଜ୍ୟସଭା ଉପାଧକ୍ଷ ନିର୍ବାଚନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୧୪ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥି ସହ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ପଦବୀ ପାଇଁ ନିର୍ବାଚନ ମଧ୍ୟ ହେବ।ଏହା ପୂର୍ବରୁ ଗତକାଲି କଂଗ୍ରେସ ପକ୍ଷରୁ ଏକ ବୈଠକ କରାଯାଇଛି। ରାଜ୍ୟସଭାର … Read More











