ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୮,୨୭୧ଟି ଆରଟିପିସିଆର ଏବଂ ୩୯,୬୫୭ ଆଣ୍ଟିଜେନ … Read More











