ମହାରାଷ୍ଟ୍ର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ
ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା । ପ୍ରଥମେ ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏହା ବୃଦ୍ଧି ପାଇ ୧୦ରେ ପହଞ୍ଚିଲାଣି । ଜନବସତି ମଧ୍ୟରେ ଥିବା ୩ ମହଲା କୋଠା … Read More











