ସମ୍‍ ଅଲ୍ଟିମେଟ ମେଡିକେୟାରରେ ଦୁଇଟି ସଫଳ କିଡ୍‍ନୀ ପ୍ରତ୍ୟାରୋପଣ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମହାମାରୀ ଜଟିଳ ପରିସ୍ଥିତିରେ ସମ୍‍ ଅଲ୍ଟିମେଟ୍‍ ମେଡିକେୟାରରେ ଦୁଇଟି କିଡ୍‍ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଉଭୟ ରୋଗୀ ଜଟିଳ କିଡ୍‍ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍‍ … Read More

ଆରପାରିରେ ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମଙ୍କ ଶୁକ୍ରବାର ପରଲୋକ ହୋଇଛି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲା ସେ କରୋନାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ … Read More

ବିହାରରେ ବାଜିଲା ନିର୍ବାଚନୀ ବିଗୁଲ : ତିନୋଟି ପର୍ଯ୍ୟାୟରେ ହେବ ମତଦାନ, ନଭେମ୍ବର ୧୦ରେ ଫଳାଫଳ

ବିହାର, (ଓଡିଶା ଟାଇମ୍) :ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୋର୍ ଧରିଲା ରାଜନୈତିକ ପାଣିପାଗ । ଆଜି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ ବା ଇସି । ଏହାପରେ ରାଜ୍ୟରେ ରାଜନୈତିକ … Read More

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨, ୮୮୨ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨, ୮୮୨ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ … Read More

ଭାରତ ବନ୍ଦ ସମର୍ଥନରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସଂସଦର ମୌସୁମୀ ଅଧିବେଶନରେ ମୋଦି ସରକାର କୃଷି ସମ୍ବନ୍ଧିତ ଦୁଇଟି ବିଲ ଉଭୟ ରାଜ୍ୟସଭା ଓ ଲୋକସଭାରେ ଉପସ୍ଥାପନ କଲେ। ବିରୋଧୀଙ୍କ ବିରୋଧ ସତ୍ବେ ଏହାକୁ ପାସ୍ ମଧ୍ୟ କରାଗଲା। ଯାହା ପରେ ରାଜନୈତିକ ଦଳ ଓ … Read More

ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୭୬୭ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜ୍ୟରେ ଚିହ୍ନଟ ହେଲେ ୪୨୦୮ କରୋନା ସଂକ୍ରମିତ, ୨୦୧୦୯୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଆଜି ରାଜ୍ୟର ୫ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷକରି ମ‌ାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା … Read More

ଆଜି ଘୋଷଣା ହେବ ବିହାର ବିଧାନସଭା ପାଇଁ ନିର୍ବାଚନ ତାରିଖ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନର ଶୁକ୍ରବାର ବିହାର ବିଧାନସଭା ତାରିଖ ବାବଦରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଆଜି ଦିନ … Read More

୨୪ ଘଣ୍ଟାରେ ଦେଶରେ ୮୬ ହଜାର ୦୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୧୧୪୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୬ ହଜାର ୦୫୨  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ … Read More