କଳ୍ପତରୁ ଓଝାଙ୍କୁ ବହିଷ୍କାର, ଦଳ ବିରୋଧି କାର୍ଯ୍ୟ ପାଇଁ ଆକ୍ସନ ନେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଳ୍ପତରଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ନିକଟରେ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଥିଲା … Read More

ଜମି ବନ୍ଧା ରଖି ସ୍ୱାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା, ଆର୍ଥିକ ସହାୟତା ପରେ ମୁକୁଳିଲା ଜମି

ବାରିପଦା (ଓଡିଶା ଟାଇମ୍) : ବାରିପଦା ରାସଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା l ହସ୍ପିଟାଲ ରେ ସ୍ବାମୀଙ୍କ ମୃତ୍ୟୁ ପରେ ଶବକୁ ଘରକୁ ନେବାକୁ ଗାଡି ନ ମିଳିବାରୁ ନିଜର ଜମିକୁ ବନ୍ଧା ରଖି ସ୍ବାମୀଙ୍କ ଶବକୁ … Read More

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୮ ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜ୍ୟରେ ଚିହ୍ନଟ ହେଲେ ୩୨୩୫ କରୋନା ସଂକ୍ରମିତ, ୨୧୨୬୦୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୨୬୦୯ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଆଜି ପ୍ରକାଶ ପାଇବ +୩ ମେଧା ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍) : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସାମ୍ସ ଇ-ଆଡମିସନ୍‌ … Read More

୨୪ ଘଣ୍ଟାରେ ୮୨,୧୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୩୯ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସେପ୍ଟେମ୍ବର ୨୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୦, ୭୪, ୭୦୨ ଲକ୍ଷ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି … Read More

ସାଂସ୍କୃତିକ ଚର୍ଚ୍ଚା ଆମର ଆତ୍ମ ବିଶ୍ବାସ ବୃଦ୍ଧିକରେ: ଦାଶ ବେନହୁର

ଭୁବନେଶ୍ବର, (ବ୍ୟୁରୋ): ସଂସ୍କୃତି କହିଲେ ରସ ରସିଆ କଥା , ମନ୍ଦିରର ଚିତ୍ର ବା ଆମେ ଯେଉଁ ଛବି ଆଙ୍କୁଛୁ ତାହା ନୁହେଁ, ଏହା ସମୂହ ବା ସମାଜର କଥା।, ସମୟର କଥା। ଏହା ଗୋଷ୍ଠୀ ବା ସମାଜର ଏକ କଲ୍ୟାଣକାରୀ … Read More

ମନ୍ କି ବାତ: ମୋଦି କହିଲେ, କରୋନା ସଙ୍କଟ ପରିବାରକୁ ପରସ୍ପର ସହ ଯୋଡିବାରେ ସାହାଯ୍ୟ କରିଛି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ଅଣସ୍ତରିତମ ଅଧ୍ୟାୟ। ଉଭୟ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କରେ ଏହା … Read More

ଡ୍ରଗ୍ସ ଲିଙ୍କ ଘଟଣା ; ଦିପୀକା, ସାରା, ଶ୍ରଦ୍ଧାଙ୍କ ଫୋନ ଜବତ କଲା ଏନସିବି

ମୁମ୍ବାଇ, (ଓଡିଶା ଟାଇମ୍) : ଡ୍ରଗ୍ସ ଲିଙ୍କ ଘଟଣାରେ ଅଭିନେତ୍ରୀ ଦିପୀକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)  ସଭିଁଙ୍କୁ ସମନ ପଠାଇ, ଜେରା କରିବା … Read More

ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୭୯୭ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More