ରାଜଧାନୀରୁ ଆଉ ୩୧୨ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୧୨  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫୪୭ରେ ପହଞ୍ଚିଛି । ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫୮ ଜଣ ରହିଥିବା ବେଳେ … Read More

ଘରୋଇ କମ୍ପାନି ସହାୟତାରେ ଅତ୍ୟାଧୁନିକ ଲଢୁଆ ବିମାନ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସର ସଫଳତା ପରେ ଭାରତ ଏବେ ୫ମ ପିଢିର ଅତ୍ୟାଧୁନିକ ଲଢୁଆ ବିମାନ (ଏଏମସିଏ ବା ଆଡଭାନ୍ସଡ ମଲଟିରୋଲ କମ୍ବାଟ ଏୟାରକ୍ରାଫ୍ଟ) ନିର୍ମାଣ କରିବାକୁ ଯୋଜନା କରୁଛି । … Read More

ଭାରତରେ ପ୍ରଥମ ଥର ପାଇଁ ଗୁଜୁରାଟରୁ ଆରମ୍ଭ ହେଉଛି ସି-ପ୍ଲେନ୍ ସେବା, ୨୨୦ କିଲୋମିଟର ଯାତ୍ରା ପୂରା ହେବ ୪୫ ମିନିଟରେ

ଅହମଦାବାଦ, (ଓଡିଶା ଟାଇମ୍ ) :ଭାରତରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରାରମ୍ଭ ଗୁଜୁରାଟ ସାବରମତୀ ନଦୀରୁ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଗୁଜୁରାଟ ସରକାର ସି-ପ୍ଲେନ୍ ପ୍ରୋଜେକ୍ଟ ଲଞ୍ଚ କରିବେ। ଅବଶ୍ୟ … Read More

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ; ଖୋର୍ଦ୍ଧା ଜିଲାରୁ ୬ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି … Read More

ରାଜ୍ୟରେ ଚିହ୍ନଟ ହେଲେ ୩୬୦୦ କରୋନା ସଂକ୍ରମିତ, ୨୨୬୩୩୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୩୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳେ ରାଜଘାଟ ପହଞ୍ଚି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦୀ ରାଜଘାଟରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କୁ ପ୍ରଣାମ କରିବା ଏକ … Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ

ୱାସିଂଟନ, (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ। ଏହା ସହ ତାଙ୍କ ପତ୍ନୀ ମେଲେନିଆଙ୍କୁ ମଧ୍ୟ କରୋନା। ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ମଧ୍ୟ କରୋନାରେ ସଂକ୍ରମିତ। ହିକ୍ସଙ୍କ … Read More

ଆଜି ପବିତ୍ର ଗାନ୍ଧୀ ଜୟନ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ପବିତ୍ର ଗାନ୍ଧୀ ଜୟନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ । ସତ୍ୟ , ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ … Read More

୨୪ଘଣ୍ଟାରେ ୮୧,୪୮୪ ‌କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୫ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦ହଜାରୁ  ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଏହା ସାମାନ୍ୟ କମ୍‌, ତଥାପି ବି ଦୈନିକ … Read More

୭ମାସ ପରେ ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୧୩ ପର୍ଯ୍ୟଟକ କଲେ ରାତ୍ରିଯାପନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀର୍ଘ ୭ ମାସ ପରେ ଅକ୍ଟୋବର ୧ ତାରିଖରୁ ଖୋଲିଲା ଭିତରକନିକା । ପ୍ରଥମ ଦିନରେ ଭିତରକନିକାରେ ରାତ୍ରି ଯାପନ କଲେ ୧୩ ଜଣ ପର୍ଯ୍ୟଟକ । ଦୀର୍ଘ ୭ ମାସ ପରେ ଭିତରକନିକା ଖୋଲିବା ପରେ … Read More