ରାଜ୍ୟରେ ଚିହ୍ନଟ ହେଲେ ୨୬୯୭ କରୋନା ସଂକ୍ରମିତ, ୨୪୬୮୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬୮୩୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ପାର ହୋଇଛି। ୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା … Read More

କଟକରେ 5T ସଚିବ ଭିକେ ପାଣ୍ଡିଆନ୍

ଭୁବନେଶ୍ବର, (ଓଡିଶା ଟାଇମ୍) :କଟକ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। 5T ସଚିବ ଭିକେ ପାଣ୍ଡିଆନ ସ୍ଥିତି ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ସମ୍ପ୍ରସାରଣ କାର୍ଯ୍ୟ ଅଗ୍ରଗତିର ତଦାରଖ କଲେ ସଚିବ … Read More

ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ବୁଧବାର ଦିନ … Read More

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ଆଲୋଚନା

ଭୁବନେଶ୍ବର, (ଓଡିଶା ଟାଇମ୍): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଲୋକଙ୍କ ମତାମତ ଲୋଡ଼ିବ ମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଶୁକ୍ରବାର ଏ ସମ୍ପର୍କରେ ବିଭିନ୍ନ ବର୍ଗ ଲୋକଙ୍କ ସହ ଆଲୋଚନା କରିବେ। ସେବକ ନିଯୋଗ କର୍ମକର୍ତ୍ତା … Read More

ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗରେ ଆର୍ମି ମେଜର ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି । ସେ ହେଲେ ନୟାପଲ୍ଲୀରେ ରହୁଥିବା ୧୭୬/ଏଲ୍‌ ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ପତି। ପତ୍ନୀଙ୍କ … Read More

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୭୪ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। … Read More

ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର; ଆସନ୍ତାକାଲିଠୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ସାଧାରଣଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲାଯିବ। ଶ୍ରଦ୍ଧାଳୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ରାଜ୍ୟ ସରକାର ମନ୍ଦିର ଖୋଲାଯିବା ନେଇ ସବୁଜ ସଙ୍କେତ ଦେଲା ପରେ ପୁରୀ ମନ୍ଦିର ପ୍ରଶାସନ ଚଳଚଞ୍ଚଳ ହୋଇଛି। ସାଧାରଣଭକ୍ତଙ୍କ ପାଇଁ … Read More

ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକ୍‌ଙ୍କୁ ସାହିତ୍ୟରେ ୨୦୨୦ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକ୍‌ଙ୍କୁ ସାହିତ୍ୟ ପାଇଁ ୨୦୨୦ ନୋବେଲ୍ ପୁରସ୍କାର ଦିଆଯିବ ବୋଲି ଗୁରୁବାର ଦିନ ଘୋଷଣା କରାଯାଇଛି। କବିତାରେ ‘ବ୍ୟକ୍ତି ସତ୍ତାକୁ ଜାଗତିକ କରୁଥିବା ସରଳ ସୌନ୍ଦର୍ଯ୍ୟ ଯୁକ୍ତ ସୁସ୍ପଷ୍ଟ କାବ୍ୟିକ ଉପଲବ୍ଧି’ ନିମନ୍ତେ … Read More

ବ୍ୟାଟେରୀ ନୁହେଁ, କ୍ୟାପାଟେରୀ ବଦଳାଇବ ମୋବାଇଲ୍‌ ବ୍ୟବହାରକାରୀଙ୍କ ଦୁଃଖ l

ଭୁବନେଶ୍ବର, ( ବ୍ୟୁରୋ): ମୋବାଇଲ୍‌ର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବା ବ୍ୟବହାରକାରୀଙ୍କ ପାଇଁ ସବୁଠରୁ ବଡ଼ ଦୁଃଖ ଆଣିଥାଏ। ଏଥିଲାଗି ଅନେକ ଜରୁରୀ ଯୋଗାଯୋଗ ମଧ୍ୟ ମଝିରେ ଅଟକିଯିବାର ଆଶଙ୍କା ରହିଛି। ସେଥିଲାଗି ମୋବାଇଲଠାରୁ .ଅନେକଗୁଣ ଭାରୀ ପାୱାରବ୍ୟାଙ୍କ୍‌କୁ କିଛି ଲୋକ … Read More