ଗୋଆରେ ମୋଟ ୪୦ଟି ସିଟରୁ ୨୦ଟିରେ ଆଗରେ କଂଗ୍ରେସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ତେବେ ଏହି ଗଣତି ମଧ୍ୟରେ ଗୋଆରେ ୨୦ଟି ସିଟରେ କଂଗ୍ରେସ ଆଗରେ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଶାସନରେ ଥିବା ବିଜେପି ୧୬ଟି … Read More

ଉତ୍ତରପ୍ରଦେଶରେ ବିଜେପି ଶହେ ପାର, ପଞ୍ଜାବରେ ଆପ୍‌ ଗୋଆରେ କଂଗ୍ରେସ ଆଗୁଆ, ଉତ୍ତରାଖଣ୍ଡରେ କଡା ପ୍ରତିଦ୍ୱନ୍ଦିତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ୫ଟି ରାଜ୍ୟରେ ବିଧାନସଭା ଆସନ ପାଇଁ ଗଣତି ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ବିଜେପି ଉତ୍ତର ପ୍ରଦେଶରେ ଆଗୁଆ ରହିଛି । ୯ ସୁଦ୍ଧା ବିଜେପି ୧୪୩ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪ ହଜାରରୁ ଅଧିକ କରୋନା ପଜିଟିଭ, ୧୦୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ … Read More

ଆସନ୍ତା ୨୬ରେ ଭୁବନେଶ୍ୱର ବାର ନିର୍ବାଚନ, ସଭାପତି ପାଇଁ ମୈଦାନରେ ୫ ପ୍ରାର୍ଥୀ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବାର ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ଘୋଷଣା କରାଯାଇଛି । ଚଳିତ ନିର୍ବାଚନରେ ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ଓ … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୦୮ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୩୫୩ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟଧାରଣ ପାରିବାରିକ ଓ ସାମାଜିକ ଜୀବନକୁ ରୁଦ୍ଧିମନ୍ତ କରିବ । କର୍ମକ୍ଷେତ୍ରର ସବୁଦିଗକୁ ଭଲ ରୂପେ ଲକ୍ଷ୍ୟ ରଖି କାମ କରନ୍ତୁ, ନତୁବା ସସମ୍ୟା ମାଡିଆସିବ । ଆନୁ ।ନିକ କାମକୁ ନଜରରେ ରଖି ଘରକୁ ସଜାଡିବାରେ … Read More

ଭୁଷୁଡ଼ି ପଡ଼ିଲା କଟକର ଛତ୍ର ବଜାର ପୋଲ; ମାଟି ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ

କଟକ, (ଓଡିଶା ଟାଇମ୍):  ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ ତଳେ କିଛି ଲୋକ ଚାପି ହୋଇଯାଇଥିବା ସୂଚନା । ପୋଲ କାମ ଚାଳିଥିବା ବେଳେ କିଛି … Read More

ଡିଜିଟାଲ ସାକ୍ଷରତା ହାସଲ କ୍ଷେତ୍ରରେ ଗ୍ରାମାଞ୍ଚଳ ଆଗରେ – ସ୍ମୃତି ଇରାନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ଗ୍ରାମାଞ୍ଚଳରେ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ହେଉଛି ଓ ଅଧିକରୁ ଅଧିକ ଗ୍ରାମାଞ୍ଚଳର ମହିଳା ଡିଜିଟାଲ ସାକ୍ଷରତା ହାସଲ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ‘ମହିଳା ଏବଂ ଡିଜିଟାଲ ଅର୍ଥନୀତି: ଆତ୍ମନିର୍ଭର ନାରୀ, … Read More

ପାକିସ୍ତାନୀ ଯୁବତୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତାବାସ, ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗତ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ … Read More

ଦେଶରେ ୪,୫୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଆରୋଗ୍ୟ ହାର ୯୮.୬୯%

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖାଯାଉଛି। ଦିନକରେ ଆଉ ୪,୫୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୭୫,୮୮୩କୁ ବୃଦ୍ଧି ପାଇଛି। ସେହିପରି ଆଉ ୭,୪୧୬ ଆକ୍ରାନ୍ତ … Read More