ଉତ୍ତରପ୍ରଦେଶର ମିରଠରେ ବିସ୍ଫୋରଣ; ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷଙ୍କ ସମେତ ୨ଜଣଙ୍କ ମୃତ୍ୟୁ

ମିରଠ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶର ମିରଠରେ ବଡ଼ ଦୁର୍ଘଟଣା ହୋଇଛି। ସରଧନାର ପୀର ଜାଦଗାନ ସାହିରେ ଆଜି ସକାଳେ ଏକ ଜୋରଦାର ବିସ୍ଫୋରଣରେ ଅନେକ ଘରର ଛାତ ଉଡ଼ି ଯାଇଛି। ଏଠାରେ ହଇଚଇ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣାରେ … Read More

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ । ଗୁରୁବାର ସକାଳେ ଶ୍ବାସକ୍ରିୟାଜନିତ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ … Read More

ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୯୭ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ  ୨୪ଗତ ଘଣ୍ଟା ମଧ୍ୟରେ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ମୋଦି କହିଛନ୍ତି ଯେ ଭାରତ ସରକାର ଏବେ ଶ୍ରମିକ ଆଇନ, କୃଷକ ଆଇନ ଏବଂ ମାନ୍ୟୁଫେକ୍ଟରିଂ ସେକ୍ଟରରେ ଯେଉଁଭଳି ଭାବେ ପରିବର୍ତ୍ତନ କରିଛନ୍ତି ତାଦ୍ବାରା ଆଗାମୀ ଦିନରେ ଭାରତର ଅର୍ଥବ୍ୟବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । … Read More

୩୧ରେ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ … Read More

ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ବଢ଼ିଛି ଶୀତର ପ୍ରକୋପ। ଫୁଲବାଣୀ ସହର ସମେତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ବେଲଘର, ରାଇକିଆ, ଜି. ଉଦୟଗିରି  ଆଦି ଅଞ୍ଚଳରେ କୁହୁଡ଼ି ସାଙ୍ଗକୁ ଥଣ୍ଡା  ଅନୁଭୂତ ହୋଇଛି । ସେହିପରି ଗତକାଲି ଫୁଲବାଣୀରେ ତାପମାତ୍ରା୧୫ ଡିଗ୍ରୀ … Read More

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଜୁକେସନ ରାଙ୍କୀଙ୍କରେ ସୋଆ ସ୍ଥାନିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାଙ୍କୀଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ 601 -800 କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା … Read More

ତିର୍ତ୍ତୋଲ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସହ ରହିଛି’

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ନବୀନ ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ … Read More

ଏନକାଉଣ୍ଟରରେ ଟଳିଲେ୨ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍) :ଏନକାଉଣ୍ଟରରେ ନିହତ ହେଲେ ୨ ଆତଙ୍କବାଦୀ । କାଶ୍ମୀରର ବଡଗାମ ଜିଲ୍ଲାର ଆରିବାଗ ମାଚାମା ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର । ଏହି ସମୟରେ ଉଭୟ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଗୁଳିଚାଳନା ହୋଇଥିଲା … Read More