ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଯୁବକ ଗିରଫ

ବାସୁଦେବପୁର, (ଓଡିଶା ଟାଇମ୍) :ଆଉ ଏକ ଠକେଇ କାରବାରର ପର୍ଦ୍ଧ।ପାସ କରିଛି ବାସୁଦେବପୁର ପୋଲିସ। ଗତ କିଛି ଦିନ ତଳେ ୧ କ୍ବିଣ୍ଟାଲ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହୋଇଥିଲେ। ପୁଣି ଏଥର  ଜାଲ ନୋଟ କାରବାରର ପର୍ଦ୍ଧ।ଫାସ କରିଛି ବାସୁଦେବପୁର … Read More

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ତି, (ଓଡିଶା ଟାଇମ୍) : ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସମେତ ସ୍ପେଶାଲ ଡିଜିପି ସିଆରପିଏଫ କୁଲଦୀପ ସିଂହ, ଡାଇରେକ୍ଟର ଇଣ୍ଟେଲଜଜେନ୍ସ ଆର.କେ.ଶର୍ମା, ଆଇଜି ଅପ୍ରେସନ ଏ . ଠାକୁର, ଅନ୍ୟ ପୁଲିସ ଉଚ୍ଚ ଅଧିକାରୀ ଏବଂ ସିଆରପିଏଫର ଉଚ୍ଚ … Read More

ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୩୩୧ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୭୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୩୧ କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୭୦୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୮୨୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଆଜିଠୁ ବଦଳିଯିବ ସିଲିଣ୍ଡର ବୁକିଂ ସହ ବ୍ୟାଙ୍କିଂ ନିୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜିଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ଏଥିରେ ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ। ନଭେମ୍ବର ପହିଲାଠାରୁ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି କ୍ଷେତ୍ରରେ ତୈଳ … Read More

ଦେଶରେ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌, ୪୭୦ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌ ଚିହ୍ନଟ … Read More

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ସିଂହଦ୍ବାର ସମ୍ମୁଖରେ ଲାଗିଛି ବ୍ୟାରିକେଡ

ପୁରୀ, (ଓଡିଶା ଟାଇମ୍) :ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ … Read More

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, କୋଭିଡ କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବେ ପର୍ଯ୍ୟଟକ

ବାରିପଦା, (ଓଡିଶା ଟାଇମ୍) : ପର୍ଯ୍ୟଟକଙ୍କ ପାଇଁ ରବିବାରଠୁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ମହାମାରୀ କରୋନା ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା।  ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କୁ ଶିମିଳିପାଳ ବୁଲିବା ପାଇଁ ଅନୁମତି ମିଳିଛି। ଏଣିକି ପର୍ଯ୍ୟଟକମାନେ … Read More

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚର STF ଟିମ୍‌ ଏହି ବ୍ରାଉନସୁଗାର ଜବତ କରିଛି । ଧଳାଜହର କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ … Read More

ବିବାହ କଲେ କାଜଲ ଅଗ୍ରୱାଲ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଏବଂ ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ଗତକାଲି(ଶୁକ୍ରବାର) ବିବାହ କରିଛନ୍ତି। ସେ ନିଜ ପୁରୁଷ ବନ୍ଧୁ (ବୟଫ୍ରେଣ୍ଡ) ଗୌତମ କିଚଲୁଙ୍କୁ ମୁମ୍ବଇର ପ୍ଲୁଶ ହୋଟେଲରେ ବିବାହ କରିଛନ୍ତି। ବିବାହ ଉତ୍ସବରେ … Read More