ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ, (ଓଡିଶା ଟାଇମ୍) : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ … Read More

କେଦାରନାଥରେ ପ୍ରଥମ ତୁଷାରପାତ

କେଦାରନାଥ, (ଓଡିଶା ଟାଇମ୍) : ଦେଶରେ ଶୀତ ଲହରୀ ଆରମ୍ଭ ହୋଇଛି। ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। ଥଣ୍ଡା ବଢିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଉତ୍ତରାଖଣ୍ଡରେ ବିଭିନ୍ନ ଜାଗାରେ ତୁଷାରପାତ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳୁ କେଦାରନାଥ … Read More

ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୫୨କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୨୦୧ କରୋନା ସଂକ୍ରମିତ, ୨୯୪୪୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

ଭୁବନେଶ୍ବର, (ଓଡିଶା ଟାଇମ୍) :ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟିଂ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମଇଦାନରେ ରହିଛନ୍ତି ସର୍ବମୋଟ ୧୫ ଜଣ ପ୍ରାର୍ଥୀ । ଦୁଇ ଦିବଙ୍ଗତ ନେତାଙ୍କ ପୁଅଙ୍କୁ ମିଶାଇ ପ୍ରାୟ … Read More

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ

ବିହାର, (ଓଡିଶା ଟାଇମ୍) :ବିହାରରେ ଦ୍ୱିତୀୟ ପର‌୍ୟ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କୋଭିଡ କଟକଣା ମାନି ସକାଳ ୭ଟାରୁ ମତଦାନ ଚାଲିଛି । ୧୭ ଜିଲ୍ଲାର ୯୪ ସିଟ ପାଇଁ ଚାଲିଛି ଭୋଟିଂ । ୧୪ ଶହ ୬୩ ପ୍ରାର୍ଥୀଙ୍କ … Read More

ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ, (ଓଡିଶା ଟାଇମ୍) : : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ … Read More

ଭିଏନା ଗୁଳିକାଣ୍ଡରେ ୭ଜଣଙ୍କ ମୃତ୍ୟୁ

ଭିଏନା, (ଓଡିଶା ଟାଇମ୍) : ୟୁରୋପର ଅଷ୍ଟ୍ରିଆ ଦେଶର ଭିଏନା ସହରରେ ଏକ ଇହୁଦୀ ଉପାସନାଗୃହ ସମେତ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ଆକ୍ରମଣକାରୀ ସମେତ ୭ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଭିଏନା ପୋଲିସ୍ … Read More

ରାଜଧାନୀରୁ ଆଉ ୭୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୭୪  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧୦ରେ ପହଞ୍ଚିଛି ।ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୫୮ ଜଣ … Read More

ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ: ୫୫ ବର୍ଷରେ ପାଦ ଥାପିଲେ ରୋମାନ୍ସ କିଙ୍ଗ୍‌, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ, (ଓଡ଼ିଶା ଟାଇମ୍‌): ପ୍ରଶଂସକମାନଙ୍କ ହୃଦୟରେ ସେ କରନ୍ତି ରାଜ୍ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ଏହି ଅନନ୍ୟ ଅଭିନେତା ଜଣକ ହେଉଛନ୍ତି ବଲିଉଡର … Read More