କୋର୍ଟରେ ପହଞ୍ଚିଲା ଆମେରିକା ନିର୍ବାଚନର ଲଢେଇ : ୱିସକିନସନରେ ପୁଣି ଗଣତି କରିବାକୁ ଦାବି କଲେ ଟ୍ରମ୍ପ

ୱାସିଂଟନ, (ଓଡିଶା ଟାଇମ୍) :ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ନିର୍ବାଚନ ଜିତିବା ପାଇଁ ଆଉ ମାତ୍ର ୬ଟି ଇଲେକ୍ଟୋରାଲ ଭୋଟ୍ ଦୂରରେ ଅଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍ । ବିଡେନ୍ ଙ୍କୁ ଏ ପର୍ଯ୍ୟନ୍ତ … Read More

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା; ୨୪ ଘଣ୍ଟାରେ ୫୦ ହଜାର ୨୦୯ ନୂଆ ଆକ୍ରାନ୍ତ, ୭୦୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଉଥିବା ବେଳେ ପୁଣି ଥରେ ସାମାନ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳଛି। ଗତ ୨୪ ଘଣ୍ଟାରେ ୫୦ ହଜାର ୨୦୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। … Read More

ଆସନ୍ତା ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) : ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ … Read More

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) :  ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଛି କରୋନା । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି । ଏହି ସ୍ଥିତିର ମୁକାବିଲା … Read More

ଶ୍ରୀମନ୍ଦିର ବାଇଶି ପାହାଚ ମାପଚୁପ ଓ ଅନୁଧ୍ୟାନ କଲେ ୫ଜଣିଆ ଏଏସଆଇ ଟିମ୍

ପୁରୀ , (ଓଡିଶା ଟାଇମ୍) : ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ଏଏସ୍ଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆଜି ବାଇଶି ପାହାଚର ଅବସ୍ଥା ଓ ସ୍ଥିତିକୁ ଅନୁଧ୍ୟାନ କରିଛି ଏଏସ୍ଆଇର ଏକ ଟିମ୍। ଆବଶ୍ୟକ ପଡ଼ିଲେ … Read More

ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କଲେ ଲୋକାୟୁକ୍ତ

ଭୁବନେଶ୍ୱର,(ଓଡିଶା ଟାଇମ୍) :  ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ  ସୁଦର୍ଶନ ଦାସ ଲୋକାୟୁକ୍ତରେ ଯେଉଁ ପିଟିସନ ଦାଖଲ କରିଥିଲେ ତା’ର ଆଜି … Read More

ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କରେ ଆକ୍ସିସ୍ ବ୍ୟାଙ୍କ ସାମିଲ

ଭୁବନେଶ୍ୱର,(ଓଡିଶା ଟାଇମ୍) :  ଦେଶର ତୃତୀୟ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଏକ ଆର୍ଥିକ ସୂଚନା ପ୍ରଦାନକାରୀ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କରେ ସାମିଲ ହୋଇଛି । ଆକାଉଂଟ୍ ଏଗ୍ରିଗେଟର ହେଉଛି ଏକ ଡିଜିଟାଲ୍ … Read More

କଙ୍ଗନାଙ୍କ ବିରୋଧରେ ଜାଭେଦଙ୍କ ମାନହାନି ମାମଲା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଗୀତିକାର ଜାଭେଦ ଅଖତାର। ମଙ୍ଗଳବାର ମୁମ୍ବଇର ଅନ୍ଧେରୀସ୍ଥିତ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଏକ ଟିଭି ଚାନେଲରେ ଜାଭେଦଙ୍କ ବିରୋଧରେ … Read More

ବିବାହ ପାଇଁ ଧର୍ମାନ୍ତରୀକରଣ ଆଇନ ଆଣିବ କର୍ଣ୍ଣାଟକ

ବେଙ୍ଗାଲୁରୁ, (ଓଡିଶା ଟାଇମ୍) : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ‘ଲଭ୍‌ ଜିହାଦ’ ରୋକିବାକୁ ସ୍ବତନ୍ତ୍ର ଆଇନ ଆଣିବେ ବୋଲି ଘୋଷଣା କରିଥିବାବେଳେ କର୍ଣ୍ଣାଟକ ସରକାର ଶୀଘ୍ର ବିବାହ ପାଇଁ ଧର୍ମାନ୍ତରୀକରଣ ବିରୋଧରେ ଆଣିବାକୁ ଯାଉଥିବା ସୂଚନା ମିଳିଛି। କର୍ଣ୍ଣାଟକ … Read More

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଅନୁଗୁଳ, (ଓଡିଶା ଟାଇମ୍) :ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼ ହୋଇଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ … Read More