ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ମିଳିବ ଅଧିକ ୯୬.୪୦ ଟଙ୍କା ମଜୁରି

ସୁନ୍ଦରଗଡ଼, (ଓଡିଶା ଟାଇମ୍) : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା … Read More

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ଜାରି ରହିବ ପରୀକ୍ଷା ଓ ମୂଲ୍ୟାୟନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା … Read More

ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ବର ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ ପ୍ରଦୀପ। ଗତକାଲି ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡ଼ି। ଆଜି ବିଜେଡ଼ି ପ୍ରାଥମିକ ସଦସ୍ୟ … Read More

ଆଜି ନଭେମ୍ବର ୦୬ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ … Read More

ଆଇଆଇଏଫ୍‌ଏଲ୍ ଫାଇନାନ୍ସ ପକ୍ଷରୁ ସୁନା ଋଣ “ରେଫର ଆଣ୍ଡ୍ ୱିନ୍‌’ ଦୀପାବଳି ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କଂପାନି ଆଇଆଇଏଫ୍‌ଏଲ୍ ଫାଇନାନ୍ସ ପକ୍ଷରୁ  ଏହାର ସୁନା ଋଣ ଗ୍ରାହକମାନଙ୍କ ପାଇଁ ରେଫର୍ ଆଣ୍ଡ୍ ୱିନ୍ ଅଫର ଘୋଷଣା କରି ଦୀପାବଳି ମାସକୁ ଉତ୍ସାହର ସହ ଆରମ୍ଭ କରାଯାଇଛି । ଏହି … Read More

ରାଉରକେଲାରୁ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ, ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର

ରାଉରକେଲା, (ଓଡିଶା ଟାଇମ୍) :ରାଉରକେଲାରେ ଥମିବାର ନାଁ ନେଉନି ଜିଏସଟି ଠକେଇ ମାମଲା । ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ନେଇ ଅଭିଯୋଗ ହୋଇଛି । ଏଥର ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟିର କେଇ ଅଭିଯୋଗ ଆସିଛି । ସେକ୍ଟର-୧୮ … Read More

ରାଜଧାନୀରୁ ଆଉ ୬୧ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୯୧

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୧ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୮୩ରେ ପହଞ୍ଚିଛି ।ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୩ ଜଣ ରହିଥିବା ବେଳେ ୪୨ ଜଣ … Read More

ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ କିନ୍ତୁ ଲାଲୁଙ୍କୁ ଝଟକା, ୨୭ ଯାଏ ରହିବେ ଜେଲରେ

ବିହାର, (ଓଡିଶା ଟାଇମ୍) :ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି । ୨୭ ନଭେମ୍ବରରେ ଏହି ମାମଲାର ଶୁଣାଣି ହେବ ବୋଲି … Read More

ଚମ୍ବାରେ ଭୂ-କମ୍ପ ଝଟକା ଅନୁଭବ ; ରିକ୍ଟର ସ୍କେଲରେ ତିବ୍ରତା ୨.୯

ହିମାଚଳପ୍ରଦେଶ, (ଓଡିଶା ଟାଇମ୍) : ହିମାଚଳପ୍ରଦେଶର ଚମ୍ବାରେ ଶୁକ୍ରବାର ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୨.୯ ରେକର୍ଡ କରାଯାଇଛି। ଭୂ-କମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁ ଆସିଥିଲେ। ପ୍ରାର୍ଥମିକ ସୂଚନା … Read More

ପାରିବାରିକ ବିବାଦ : ଥାନାର ଦ୍ୱାରସ୍ଥ ହେଲେ ବର୍ଷା ଓ ତାଙ୍କ ଶାଶୁ

କଟକ, (ଓଡିଶା ଟାଇମ୍) : କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି।ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମାଆ। ଘର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡ଼ିବାକୁ କହିଥିଲେ। … Read More