ବିନାବାଣରେ ଆଜି ପାଳିତ ହେବ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ … Read More

ଦୀପାବଳି ପରେ ବଢିବ ଶୀତ, ତାପମାତ୍ରା ୩ ରୁ ୪ଡିଗ୍ରୀ କମିପାରେ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀପାବଳି ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଗତ ୩ ଦିନ ହେଲା ପୂର୍ବତରଙ୍ଗାୟିତ ପବନ ବୋହୁଥିବାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ର ବଢିଥିଲା । ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା … Read More

ଆଜି ନଭେମ୍ବର ୧୪ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ସାମାଜିକ ସ୍ତରରେ ଅନ୍ୟମାନଙ୍କ ସକାଶେ ପରାମର୍ଶ ଦାତା ହୋଇ ପ୍ରଶଂସିତ ହେବେ । ରାଜନୀତି ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ । ଚାଷୀ- … Read More

ଡାକ ବାଲାଟ୍‌ର ପୁନଃ ଗଣତି ଦାବି କଲେ ତେଜସ୍ବୀ

ପାଟଣା, (ଓଡିଶା ଟାଇମ୍) : ବିହାର ନିର୍ବାଚନ ଫଳାଫଳ ଅନୁସାରେ ମ୍ୟାଜିକ ନମ୍ବରଠାରୁ ୧୨ ସଂଖ୍ୟା ପଛରେ ଥିଲେ ମଧ୍ୟ ସରକାର ଗଠନ ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ଆଶା ରଖିଛନ୍ତି। ଏହି ଉଦ୍ଦେଶ୍ୟରେ ସେ ନିଜ ଦଳ ତଥା … Read More

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର, ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଭୁବନେଶ୍ବର, (ଓଡିଶା ଟାଇମ୍ସ) : ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର । ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । … Read More

ଟାଟା ଷ୍ଟିଲ ପକ୍ଷରୁ ସଂବାଦ ଆଦିବାସୀ କନକ୍ଲେଭର ସପ୍ତମ ସଂସ୍କରଣ ଘୋଷଣା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଦିବାସୀମାନଙ୍କ ପରିଚୟ ପାଇଁ ଅନ୍ୟତମ ସ୍ୱତନ୍ତ୍ର ଧରଣର ବ୍ୟବସ୍ଥା ହେଉଛି ସଂବାଦ ଯାହାକୁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଉଛି । ୨୦୨୦ରେ ଏହି କନକ୍ଲେଭ ପ୍ରତ୍ୟାବର୍ତନ କରିଛି ଯାହାକୁ ନଭେମ୍ବର ୧୫-୧୯ ପର୍ଯ୍ୟନ୍ତ … Read More

ଟେକ୍ ମହିନ୍ଦ୍ରା ଫାଉଡେସନ ଓ ପିକକ୍‍ ପକ୍ଷରୁ ୩୫୦ ବିପନ୍ନ ପରିବାର ଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଟେକ୍ ମହିନ୍ଦ୍ରା ଫାଉଡେସନ ଓ ରାଜ୍ୟ ର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପିପୁଲସ୍‍ କଲଚରାଲ ସେଣ୍ଟର (ପିକକ୍‍), ପକ୍ଷରୁ କୋଭିଡ ମହାମାରୀ ରେ ବିପନ୍ନ ହୋଇ ପଡିଥିବା ୩୫୦ ପରିବାର ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ … Read More

ଗୁରୁପ୍ରଣାମ ମହୋତ୍ସବରେ ଡ. ବଂଶୀଧର ସ୍ମୃତି ସମ୍ମାନ ପ୍ରଦାନ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଶିଷ୍ଟ ଶିକ୍ଷାବିତ୍‌, ଆଦର୍ଶ ଶିକ୍ଷକ ତଥା ଓଡିଶା ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍‌ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ବଂଶୀଧର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଏକ … Read More

ଆତ୍ମନିର୍ଭର ଭାରତ ୩.୦ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ଯୋଜନା ଘୋଷଣା କରିଛନ୍ତି। ଏଥିପାଇଁ ୨.୬୫ ଲକ୍ଷ କୋଟିର ବ୍ୟବସ୍ଥାର କରାଯାଇଛି। ଗ୍ରାମୀଣ ନିଯୁକ୍ତି ବୃଦ୍ଧି କରିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା … Read More

ମହଙ୍ଗା ପଡ଼ିଲା ଜୀବିତକୁ ମୃତ ପ୍ରମାଣିତ କରିବା, ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନଙ୍କର ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍) :ବେଆଇନ ଗିରଫ ପରେ ଜୀବିତ ପୁଅକୁ ମୃତ ଦେଖାଇବା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏନେଇ ରାଜ୍ୟ ମାନବାଧିକାର କମିଶନ ଜରିମାନା କରିଛନ୍ତି। ୨୦୧୬ମସିହାରେ ପାଇକମାଳ ଥାନାରେ ଘଟିଥିଲା ଏହି ଘଟଣା। … Read More