୯୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୃତ୍ୟୁ ହାର ହାର ୧.୪୭%

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ଆଉ ୪୫ହଜାର ୮୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ  ୪ ହଜାର … Read More

ସତ୍ୟସାଇ ହସ୍ପିଟାଲ ସହ ପୁଣି ଏମ୍ଓୟୁ ସ୍ବାକ୍ଷର: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା, ମାଗଣାରେ ଚିକିତ୍ସା ହେବେ ଗରିବ ପିଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଅହମ୍ମଦାବାଦର ସତ୍ୟସାଇ ହୃଦରୋଗ ଚିକିତ୍ସାଳୟରେ ଆସନ୍ତା ଦୁଇ ବର୍ଷ ପାଇଁ ଓଡ଼ିଶାର ଗରିବ ଓ ଅଭାବୀ ପିଲାମାନଙ୍କୁ ମାଗଣାରେ ହୃଦରୋଗ ଚିକିତ୍ସା ସେବା ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ଆଜି ଓଡ଼ିଶା ସରକାର ପ୍ରଶାନ୍ତି ମେଡ଼ିକାଲ ସର୍ଭିସେସ … Read More

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ପ୍ରଥମ ଦିନ ଆରମ୍ଭରେ ଶୋକ ପ୍ରସ୍ତାବ ଆସିବ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ । ନଭେମ୍ବର ୨୬, … Read More

ଆଜି ନଭେମ୍ବର ୨୦ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଜି ବନ୍ଧୁଙ୍କ ସହ-ଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ୱିତ କରିବାରେ ସଫଳ ହେବେ । କାର୍ଯ୍ୟ ବ୍ୟସ୍ତତାରୁ ସ୍ୱାସ୍ଥ୍ୟରେ ବତିକ୍ରମ ଦେଖା ଦେଇପାରେ । ସାହିତ୍ୟାଲୋଚନା ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ । ଶୁଭ ରଙ୍ଗ କ୍ରୀମ୍ । … Read More

ପୁରୀ ହାଜତ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲା ବିଜେପି ବିଧାୟକ ଦଳ

ପୁରୀ, (ଓଡିଶା ଟାଇମ୍) :ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି । ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟି ପଟି ହତ୍ୟା କରିବା ଅତ୍ୟନ୍ତ … Read More

ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସରେ ଯୁବ ସମ୍ମିଳନୀ ଶିଶୁଙ୍କୁ ନିର୍ଯାତନାରୁ ରକ୍ଷା କରିବା ଯୁବବର୍ଗ, ସ୍ୱେଚ୍ଛାସେବୀଙ୍କ ଗୁରୁଦାୟିତ୍ୱ

ଭୁବନେଶ୍ବର, (ଓଡିଶା ଟାଇମ୍) : ଶିଶୁମାନଙ୍କୁ ହିଂସା ଓ ନିର୍ଯାତନା କବଳରୁ ରକ୍ଷା କରିବାରେ ଯୁବବର୍ଗ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସରକାରଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ବିଶ୍ୱ ଶିଶୁ ହିଂସା ନିରୋଧ ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏକ ରାଜ୍ୟସ୍ତରୀୟ … Read More

ଏଲ୍‌ଆଣ୍ଡ୍‌ଟର କନଷ୍ଟ୍ରକ୍ସନ ଓ ଖଣି ଉପକରଣ ବ୍ୟବସାୟ ହାସଲ କରିଛି ସର୍ବବୃହତ ବରାଦ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଦେଶର ଅଗ୍ରଣୀ ଇଞ୍ଜିନିୟରିଂ କଂପାନି ଲାର୍ସନ ଆଣ୍ଡ୍ ଟର୍ବୋ (ଏଲ୍‌ଆଣ୍ଡ୍‌ଟି)ର କନଷ୍ଟ୍ରକ୍ସନ ଓ ଖଣି ଉପକରଣ ବ୍ୟବସାୟ ୪୬ଟି କୋମାସୁ ଖଣି ଉପକରଣ ଯୋଗାଇବା ଲାଗି ଟାଟା ଷ୍ଟିଲ୍ ଠାରୁ ଏହାର ଅନ୍ୟତମ ସର୍ବବୃହତ ବରାଦ … Read More

ବେଙ୍ଗାଲୁରୁ ବୈଷୟିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବେଙ୍ଗାଲୁରୁରେ ଟେକ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (କିଟ୍), ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ … Read More

ତାରିକ୍ ସଲିମଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବୀରମିତ୍ରପୁର, (ଓଡିଶା ଟାଇମ ) :ବୀରମିତ୍ରପୁର ପୁଲିସ ଦ୍ୱାରା ସିମଡେଗାରୁ ଗିରଫ ହୋଇଥିବା ତାରିକ ସଲିମ(୨୬)ଙ୍କ ମୃତ୍ୟୁକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି। କୌଣସି ମାମଲାରେ ତାରିକଙ୍କୁ ସିମଡେଗାରୁ ପୁଲିସ ଗିରଫ କରିଥିଲା। … Read More

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଓଡିଶା ଟାଇମ୍ଭା) :   ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ସକାଳେ ସ୍ଥାନୀୟ ଇନ୍ଦିରାପାର୍କ ଠାରେ ପ୍ରଦେଶ … Read More