ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ : ଖାଁ ଖାଁ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍) : ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, … Read More

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୬୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ । ଦ୍ୱିତୀୟ AIIMS ପ୍ରତିଷ୍ଠା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ନେଇ … Read More

ଆଜି ସନ୍ଧ୍ୟାରେ ଉପକୂଳ ଛୁଇଁବ ଘୂର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନାଇ, (ଓଡିଶା ଟାଇମ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟା ‘ନିବାର’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଚେନ୍ନଇସ୍ଥିତ ପାଣିପାଗ … Read More

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର, (ଓଡିଶା ଟାଇମ୍) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବୁଧବାର ଜଣାପଡ଼ିଛି। ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ … Read More

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ ହୋଇଯାଇଛି। ଅହମଦ ପଟେଲ୍ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଚିକିତ୍ସା ଚାଲିଥିଲା। ଅହମଦ ପଟେଲଙ୍କ ପୁଅ ଫୈଜଲ୍ ପଟେଲ୍ ଟ୍ବିଟ୍ କରି … Read More

ଆଜି ନଭେମ୍ବର ୨୫ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତି ଓ ଅପ୍ରିୟ ଓଚ୍ଛଳଥା କହିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହେବ । ଘରକୁ ବନ୍ଧୁ ଆସିପାରନ୍ତି । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଶୁଭ … Read More

ପୁଣି ଉଚ୍ଛେଦ ହେବ ବେଆଇନ କ୍ରସର ୨୭୫ ବନାମ ୧୫ ଦିନ

ଧର୍ମଶାଳା, (ଓଡିଶା ଟାଇମ ) : ଆଉ କେତେ ଥର ଚାଲିବ ଏ ସଂପୂର୍ଣ୍ଣ ଉଚ୍ଛେଦ ? ଧର୍ମଶାଳା ତହସିଲ୍ ଅଞ୍ଚଳରେ ବ୍ୟାପକ ଭାବେ ହେଉଥିବା ବେଆଇନ୍ କଳାପଥର ଖନନ ଓ ଚୋରା ଚାଲାଣ ଉପରେ ଲଗାମ୍ ଦେବା ପାଇଁ ଯାଜପୁର … Read More

ଆଉ ୪୩ଟି ମୋବାଇଲ ଆପ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପୁଣି ୪୩ ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ସରକାର। ଦେଶର ସୁରକ୍ଷା, ଅଖଣ୍ଡତା ଉପରେ ପ୍ରଭାବ ପକାଉଥିବା ଅଭିଯୋଗରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଇଟି ଆକ୍ଟ ଧାରା ୬୯ଏ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି … Read More