ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାସିଂଟନ, (ଓଡିଶା ଟାଇମ୍) :ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ … Read More

ଭିଜିଲାନ୍ସ ଜାଲରେ ଡିଡିସିର ବରିଷ୍ଠ କିରାଣୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବାଣୀବିହାର ଡିଡିସିଇ ସିନିୟର ଆସିଷ୍ଟାଣ୍ଟ୍‌ ଅଶୋକ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌। ପାଣ୍ଡ୍ରାସ୍ଥିତ ୨ ମହଲା ଘର, ପ୍ରଶାନ୍ତ ବିହାର ସରକାରୀ କ୍ବାର୍ଟରରେ ରେଡ୍‌ ହୋଇଛି। ବାଣୀ ବିହାର ଅଫିସ୍‌ ଓ କଳିଙ୍ଗନଗର k4/140 ରେ … Read More

ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୫୬ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୮୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ପାର ହେଲା ଏକ କୋଟି ; ନୂଆ ଆକ୍ରାନ୍ତ ୨୫,୧୫୩

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଏକ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କିଛି ସପ୍ତାହ ହେବ ଦୈନିକ ସଂକ୍ରମଣରେ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୪ହଜାର ୬୦୦କୁ ବୃଦ୍ଧି ପାଇଛି। … Read More

ପୁଣି ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ: ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ଅଭିଯୋଗ କରିଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ପୁଣି ଆରମ୍ଭ ହୋଇଛି ବିବାଦ। ଏନେଇ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ପୁରୀଘାଟ … Read More

‘ପରୀ’ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ସରୋଜ ସେଠୀ, ତାଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ଏସଆଇଟି ଟିମ୍ ଉଠାଇନେଇଛି । ଶନିବାର ସକାଳେ ଏସଆଇଟିର ୩ … Read More

ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍

ପୁରୀ, (ଓଡିଶା ଟାଇମ୍) : ରାଜ୍ୟ ସରକାରଙ୍କ ଫୋକସ୍‌ରେ ଏବେ ପୁରୀର ବିକାଶ । ଶନିବାର ପୁରୀ ଗସ୍ତରେ ୫-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ପୁରୀର ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ … Read More

ଆଜି ଡିସେମ୍ବର ୧୯ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ କାର୍ଯ୍ୟରେ ସଫଳତା ଲାଭ କରିବେ । ଭାଗ୍ୟଶାଳୀ ଓ ଭୋଗବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ । ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ … Read More

ଦେଶରେ ୪୦ ବର୍ଷ ମଧ୍ୟରେ ବିଜେପି କୌଣସି ମେଣ୍ଟ ଭାଙ୍ଗି ନାହିଁ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) :ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସାମ ଗସ୍ତ ଅବସରରେ କହିଛନ୍ତି ଯେ ରାଜ୍ୟସ୍ତରରେ ବିଜେପିର ଯେଉଁ ଗଠବନ୍ଧନ ରହିଛି, ତାହା ଏବେବି ଅତୁଟ ରହିଛି। ପୁରା ଦେଶରେ ବିଜେପି ୪୦ … Read More