ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।  ରବିବାର ରାତିରେ ଭୋରାଙ୍କୁ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଏଠାରେ … Read More

ପରୀ ହତ୍ୟା ଘଟଣା: ‘ଗିରଫ ହୋଇଥିବା ଯୁବକ ହିଁ ମୁଖ୍ୟ ଅଭିଯୁକ୍ତ, ଦୁଷ୍କର୍ମ ଉଦ୍ୟମରୁ ହିଁ ହତ୍ୟା ଘଟିଛି’- ଅରୁଣ ବୋଥ୍ରା

ଭୁବନେଶ୍ବର, (ଓଡିଶା ଟାଇମ୍) :ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଏସ୍‌ଆଇଟି ଗିରଫ କରିଛି। ଗତକାଲି ନୟାଗଡ଼ ଯଦୁପୁରରୁ ଅଭିଯୁକ୍ତକୁ ଉଠାଇ ନେଇଥିଲା ଏସଆଇଟି। ସୋମବାର ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଅନ୍ୟପଟେ ପରୀ ହତ୍ୟା ମାମଲାର … Read More

ଭିଜିଲାନ୍ସ ଜାଲରେ ଟିକସ ସଂଗ୍ରହ କର୍ମଚାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପୌର ପରିଷଦ ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଖୋର୍ଦ୍ଧା ପୌର ପରିଷଦ ଟ୍ୟାକ୍ସ ସଂଗ୍ରହ କର୍ମଚାରୀ ସଦାଶିବ ସ୍ବାଇଁଙ୍କ ଘରେ ରେଡ଼ କରାଯାଉଛି । ଏକାସାଙ୍ଗେ ବାସଭବନ ସମତେ ବିଭିନ୍ନ ସ୍ଥାନରେ ଚଢାଉ … Read More

୪୨ କୋଟି ଟଙ୍କାର ଜିଏସ‌ଟି ଠକେଇ, ଗରିଫ ହେଲ ୩ ଅଭିଯୁକ୍ତ

ରାଉରକେଲା, (ଓଡିଶା ଟାଇମ୍) : ରାଉରକେଲାରେ ପୁଣି ସାମ୍ନାକୁ ଆସିଲା ଜିଏସ୍‌ଟି ଠକେଇ ମାମଲା । ଏଥର ପ୍ରାୟ ୪୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୨ଜଣଙ୍କୁ ଗିରଫ କଲା ଜିଏସ୍‌ଟିର … Read More

ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୯କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୩ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୬୫୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଦେଶରେ ୨୪ ଘଣ୍ଟାରେ ସୁସ୍ଥ ୨୫,୭୦୯ ; ନୂଆ ଆକ୍ରାନ୍ତ ୨୪,୩୩୭

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ମଧ୍ୟରେ ଲଗାତାର ୩୦ ହଜାର ମଧ୍ୟରେ ସୀମିତ ରହୁଛି। ଦିନକରେ ୨୫,୭୦୯ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ୨୪,୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ … Read More

ସ୍ପେଶାଲ ପ୍ଲାନିଂ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର, (ଓଡିଶା ଟାଇମ୍) :ଭିଜିଲାନ୍ସ ପଞ୍ଝାରେ ସ୍ପେଶାଲ ପ୍ଲାନିଂ ଅଫିସର । ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅଫିସର ଜୀବାଦିଶ ପାତ୍ରଙ୍କ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଛି। ଏକା ସାଙ୍ଗରେ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି । ଖବର … Read More

ରାଜ୍ୟରେ ହାଡଥରା ଶୀତ, ଆହୁରି ଖସିବ ପାରଦ, ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ବର, (ଓଡିଶା ଟାଇମ୍) : ଉତ୍ତର ଭାରତରୁ ଓଡ଼ିଶାକୁ ଥଣ୍ଡା ପବନ ପ୍ରବାହ ଫଳରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ କମିଛି। ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଜାଡ଼ରେ ଥରୁଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ … Read More

ଆଜି ଡିସେମ୍ବର ୨୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଅସମାପ୍ତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ବଳି ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ … Read More