ପରୀ ମାମଲାରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ, ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ
ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମଙ୍ଗଳବାର ପକ୍ସୋ କୋର୍ଟରେ ଶୁଣାଣି ହୋଇଥିଲା … Read More











