ବିଷାକ୍ତ ମଦ ପିଇ ୧୦ ମୃତ, ୨୪ରୁ ଅଧିକ ଗୁରୁତର

ପୁଣେ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ … Read More

ସିରମ ଇନ୍‌ଷ୍ଟିଚ୍ୟୁଟରୁ ଦିଲ୍ଲୀରେ ପହଞ୍ଚିଲା କରୋନା ଟିକା, ଆଜି ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶା ଆସୁଛି କୋଭିଡ଼ ଟୀକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟୀକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟୀକା । ଖବର ଅନୁଯାୟୀ, କରୋନା ମହାମାରୀ … Read More

ପାରାଦୀପରେ ଆଜିଠୁ ୨ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’,

ପାରାଦୀପ, (ଓଡିଶା ଟାଇମ୍) :ପାରାଦୀପରେ ଆଜିଠୁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’ । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଉପକୂଳରେ ଥିବା ସମସ୍ତ ମେରାଇନ୍ ଥାନା ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଷ୍ଟର୍ଣ୍ଣ ନାଭାଲ … Read More

ବାପା ହେଲେ ବିରାଟ କୋହଲି

ମୁମ୍ବାଇ, (ଓଡିଶା ଟାଇମ୍) :କନ୍ୟା ସନ୍ତାନର ପିତା ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି । ଏ​‌ ନେଇ କୋହଲି … Read More

ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ଶେଷ ବର୍ଷ ପାଠପଢା ହେବ। ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ … Read More

ବ୍ରିଟେନରୁ ଆସିଥିବା ୧୮୬ ଯାତ୍ରୀଙ୍କ ମଧ୍ୟରୁ ୪ କରୋନା ପଜିଟିଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଏୟାର ଇଣ୍ଡିଆର ବିମାନରେ ସୋମବାର ବ୍ରିଟେନରୁ ଆସିଥିବା ୧୮୬ ଯାତ୍ରୀ ଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ଯାଞ୍ଚ ହେବା ସମୟରେ ୪ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ବ୍ରିଟେନରେ ନୂଆ ଷ୍ଟ୍ରେନକୁ … Read More

ସ୍କୁଲ ଫି ଛାଡ ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ କହିଲେ-ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) :ସ୍କୁଲ ଫି ଛାଡ ପ୍ରସଙ୍ଗ । ଗତକାଲି ହାଇକୋର୍ଟଙ୍କ ରାୟ ପରେ  ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କପି ମିଳିଲେ ବିଭାଗ ପରବର୍ତ୍ତୀ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୪ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୧୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଚଳନ୍ତା ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଫୁଲବାଣୀ, (ଓଡିଶା ଟାଇମ୍) : ବିଚ୍‌ ରାସ୍ତାରେ ଜଳିଗଲା ଯାତ୍ରୀବାହି ବସ୍‌, ଯାତ୍ରୀ ସୁରକ୍ଷିତ। କନ୍ଧମାଳ ଜିଲାର କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍‌ରେ ହଠାତ୍‌ ନିଆଁ ଲାଗିଗଲା। ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍‌ରେ ଲାଗିଲା ନିଅଁା। ଜଳିଗଲା ବସରୁ ନିଶ୍ଚିତ … Read More

ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡା, (ଓଡିଶା ଟାଇମ୍) :ନିଆଁରେ ପୋଡି ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଆଁରେ ପୋଡ଼ି ହୋଇଥିବା ସମସ୍ତ ଗୁରୁତର ଗୋଟିଏ ପରିବାରର ବୋଲି ଜଣାପଡିଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାନଗର ହରିଓମ୍‌ … Read More