ରେଲୱେ ଇତିହାସରେ ପ୍ରଥମଥର ଏକାଥରେ ଗୋଟିଏ ସ୍ଥାନକୁ ୮ଟି ଟ୍ରେନର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ମକ୍ଷେତ୍ର ବାରାଣାସୀରୁ ତାଙ୍କ ଗୃହ ରାଜ୍ୟ ଗୁଜରାଟ କେବଡିୟାକୁ ଯୋଡିବା ପାଇଁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ମୋଦି ନିଜେ ଜାନୁଆରୀ ୧୭ ତାରିଖରେ ଏହାର ଶୁଭାରମ୍ଭ କରିଛନ୍ତି। … Read More











