ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୪୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଚୀନକୁ ରୋକଠୋକ୍ ଶୁଣାଇଲା ଭାରତ- ‘ପଛକୁ ହଟିଲେ ଶାନ୍ତି ଫେରିବ’

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ମାସ ଧରି ପୂର୍ବ ଲଦାଖରେ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନାକୁ କମ୍ କରିବା ପାଇଁ ସୋମବାର ଉଭୟ ଦେଶ … Read More

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ

କେରଳ, (ଓଡିଶା ଟାଇମ୍) : କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା … Read More

ପୁରୀରେ ହଟିଲା ୧କିମି ବ୍ୟାରିକେଡ୍, ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ନଜରରେ ରଖି ନିଷ୍ପତ୍ତି

ପୁରୀ, (ଓଡିଶା ଟାଇମ୍) :କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆୟାଇଛି ।  ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍‌ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍‌କୁ ଛୋଟ କରି … Read More

ଏଥର ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା : ଆସିବ ୫୦ ମାର୍କର ଅତି ସଂକ୍ଷିପ୍ତ ପ୍ରଶ୍ନ

ଭୁବନେଶ୍ବର, (ଓଡିଶା ଟାଇମ୍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ବଦଳିବା ପରେ ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ … Read More

ଓଡିଶାରେ ତିଆରି ହେବ ‘କୋଭାକ୍ସିନ୍’, ୫୦୦ କୋଟି ଟଙ୍କା ନିବେଶ କରିବ ‘ଭାରତ ବାୟୋଟେକ୍’

ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍‌ ଟିକା । ଟିକା ପ୍ରସ୍ତୁତିକାରୀ କମ୍ପାନି “ଭାରତ ବାୟୋଟେକ୍‌’ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ଅନ୍ଧାରୁଆଠାରେ ଭାରତ ବାୟୋଟେକ୍‌ ଉତ୍ପାଦକ ୟୁନିଟ୍‌ … Read More

ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ ମହିଳା ମାଓବାଦୀ

ମାଲାକନଗିରି, (ଓଡିଶା ଟାଇମ୍) :ମହିଳା ମାଓବାଦୀଙ୍କର ଆତ୍ମସମର୍ପଣ । ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ରହିଛି । । ଖବର ଅନୁଯାୟୀ, ମାଲକାନଗିରି ଏସପିଙ୍କ ନିକଟରେ ଆଜି ଜଣେ ମହିଳା  … Read More

ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ

ବ୍ରହ୍ମପୁର, (ଓଡିଶା ଟାଇମ୍) : ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କିଭଳି ଚାଲିଛି, ସେ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଫଟୋ ଉଠାଇ ଉପରିସ୍ଥ ଅଧିକାରୀଙ୍କୁ ପଠାଇବାକୁ ପଡୁଛି। ନ ପଠାଇଲେ ଉପସ୍ଥିତ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ହେଲେ ସ୍ୱଳ୍ପ … Read More

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍ : ଚାଷୀଙ୍କ ପାଇଁ ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ରେ ବର୍ଷ ୨୦୨୧-୨୨ ପାଇଁ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ । ତେବେ ଚଳିତ ବଜେଟ୍‌​‌ରେ କେଉଁ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ … Read More

ଲାଲୁ ଯାଦବଙ୍କ ଅବସ୍ଥା ସଙ୍କଟାପନ୍ନ: ନିଶ୍ୱାସ ନେବାରେ ଅସୁବିଧା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଦିଲ୍ଲୀ ଏମ୍ସ ସିଏନସି (Cardiothoracic and Neuro sciences centre) ର ସିସିୟୁ (କ୍ରିଟିକାଲ କେୟାର ୟୁନିଟ)ରେ ଭର୍ତ୍ତି କରାଯାଇଛି। ତେଜସ୍ୱି ଯାଦବ କହିଛନ୍ତି ଲାଲୁଙ୍କୁ … Read More