ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ସାମାନ୍ୟ କଥାରେ ମାନସିକ ଉଦବେଗ ଓ ଅସ୍ଥିରତା ବଢିବ । ମନୋବଳକୁ ଦୃଢ ରଖିଲେ କାର୍ଯ୍ୟର ଧାରା ସହଜ ହେବ । ଦୂର ଯାତ୍ରାରେ ଆଘାତ କିମ୍ବା ବ୍ୟୟର ସମ୍ଭାବନା ଅଛି । ବ୍ୟବସାୟରେ ଅଧିକ ଶ୍ରମ, ରାଜନୀତିରେ ବିଶ୍ୱାସ … Read More

ଆଜି ଯୋଗୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ

ଲକ୍ଷ୍ନୋ, (ଓଡିଶା ଟାଇମ୍): ଉତ୍ତରପ୍ରଦେଶରେ ଗଠନ ହୋଇଛି ଯୋଗୀ ସରକାର । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ଗତକାଲି ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ ନେଇଥିବା ବେଳେ … Read More

ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗୁ, ୨୭ ତାରିଖ ସକାଳ ୬ ଯାଏଁ ଜାରି ରହିବ କଟକଣା

ଭଦ୍ରକ, ( ଓଡିଶା ଟାଇମ୍): ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗିଲା ୧୪୪ ଧାରା । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି ରହିବ । ଆଇନ ଶୃଙ୍ଖଳା … Read More

ଆଜି ହାଇକୋର୍ଟ ବାର୍ ନିର୍ବାଚନ, ମଇଦାନରେ ୩୬ ପ୍ରାର୍ଥୀ

କଟକ, (ଓଡିଶା ଟାଇମ୍): ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ମଇଦାନରେ ୩୬ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ସଭାପତି ପଦ ପାଇଁ କାଳୀପ୍ରସନ୍ନ ମିଶ୍ର, ପ୍ରଦୀପ୍ତ କୁମାର ମହାନ୍ତି, ସୁରେନ୍ଦ୍ରନାଥ କର ଏବଂ ଉପସଭାପତି ପଦ … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୩ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୪୨୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା । ମୁଖ୍ୟମନ୍ତ୍ରୀ ୩ ଦିନିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଦୂର ଦୃଷ୍ଟି ରଖି ଉନ୍ନତିମୂଳକ କାର୍ଯ୍ୟାରମ୍ଭ କରିବା ଉଚିତ ହେବ । ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ରହିବ । ପରମାର୍ଥ ଚିନ୍ତା, ଉଦର ସମସ୍ୟା, ରାଜନୀତିରେ ସମ୍ମାନଜନକ ସ୍ଥିତି ଓ ବ୍ୟବସାୟରେ ଅଂଶଧନ ବଢିବାର ସୂଚନା । ଶୁଭ … Read More

ବିଧାନସଭା ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ସିଡିଏସ୍ ବିପିନ ରାୱାତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ … Read More

ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ।ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳଙ୍କ ବୈଠକ ଆରମ୍ଭ ହୋଇଛି। ବିଧାନସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସାରିବା ସହ ତାଙ୍କ ଅଧ୍ୟକ୍ଷତାରେ ବୈଠକ … Read More

ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ

ଲକ୍ଷ୍ନୋ, (ଓଡିଶା ଟାଇମ୍): ଶୁକ୍ରବାର ଉତ୍ତରପ୍ରଦେଶରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ।ଶପଥ ଗ୍ରହଣ ସମାରୋହ ଅପରାହ୍ମଣ ୪ଟାରେ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ … Read More