ଲାଲକିଲ୍ଲା ହିଂସା : ଯବାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଆକାଶପ୍ରୀତ ସିଂ ଗିରଫ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀରେ ଗଣତନ୍ତ୍ର ଦିବସ ଦିନ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଆକାଶପ୍ରୀତ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏବେସୁଦ୍ଧା ମୋଟ୍ ୧୨୮ … Read More











