ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା, ବିଭିନ୍ନ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍) :ବହୁ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଶକ୍ତି ପ୍ରଦର୍ଶନ କରିବ । ଏଥିଲାଗି ଅଣ୍ଟା ଭିଡିଛି କଂଗ୍ରେସ । ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ  ଅପରାହ୍ନ ୧ଟା … Read More

ଉତ୍ତରାଖଣ୍ଡ ହିମସ୍ଖଳନ: ଧସିଥିଲା ୧୪ବର୍ଗ କିମିର ବରଫ ଅତଡ଼ା

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ହିମସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ହୋଇଥିବା ଆକସ୍ମିକ ବନ୍ୟା ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ମଙ୍ଗଳବାର ଆଉ ୫ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଥିବା ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟ ମୃତଦେହଗୁଡିକୁ … Read More

ବିଳମ୍ବିତ ରାତିରେ ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ, (ଓଡିଶା ଟାଇମ୍) : ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିଶମ ବାହିନୀର ତିନିଟି … Read More

ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା, (ଓଡିଶା ଟାଇମ୍) : ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା । ମୃତକ ହୋଟେଲ ବସେରା ମାଲିକ ସଜନ ମିତ୍ତଲ ବୋଲି ଜଣାପଡିଛି । ରାଉରକେଲା ଡିଲକ୍ସ ହୋଟେଲ ଲେନ୍‌ରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଫେରାର୍‌ । ଖବର ଅନୁଯାୟୀ, … Read More

୨୪ ଘଣ୍ଟା ପରେ ଶୀତ କମିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତ ଲହରୀ ଲାଗି ରହିଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହି ସମୟରେ କଳାହାଣ୍ଡି, … Read More

ଆଜି ଫେବୃୟାରୀ ୧୦ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଜି ସ୍ୱଗୃହୀ ଚତୁର୍ଥଚନ୍ଦ୍ର ଯୋଗୁ ଦିନଟି ଖୁସିବାସିରେ କଟିଯିବ । ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦ୍ଦିଚ୍ଛା ପାଇ ସବୁ ଦୁଃଖ ବୁଲିଯିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ । ଚାଷୀ- ଜଳ … Read More

କୋରାପୁଟ ସାହିତ୍ୟ ଉତ୍ସବ’ ପାଇବ ପ୍ରବାସୀ ଭାଷା ସମ୍ମାନ ୨୦୨୧

ଭୁବନେଶ୍ବର , (ଓଡିଶା ଟାଇମ୍) : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦ ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୧ ମସିହା ପାଇଁ ଘୋଷଣା କରାଯାଇଛି। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ … Read More

ଭିଜିଲାନ୍ସ ହାତରେ ଧରାପଡିଲା କ୍ୟାସିୟର

ନୟାଗଡ଼, (ଓଡିଶା ଟାଇମ୍ ) : ଭିଜିଲାନ୍ସ ହାତରେ ଧରାପଡିଲେ କ୍ୟାସିୟର । ନୟାଗଡ ମ୍ୟୁନିସିପାଲଟିର କ୍ୟାସିୟର ଅଜୟ କୁମାର ସାଥୁଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ୟ ଯେ, ନୟାଗଡ ମ୍ୟୁନିସିପାଲଟିର କ୍ୟାସିୟର ଅଜୟ କୁମାର ସାଥୁଆ ଠିକାଦାରଙ୍କଠାରୁ ଲାଞ୍ଚ … Read More

ପରଲୋକରେ ଅଭିନେତା ରାଜୀବ କପୁର

ମୁମ୍ବାଇ, (ଓଡିଶା ଟାଇମ୍) :ବଲିଉଡ୍‌ ଜଗତ ପାଇଁ ଆଏ ଏକ ଦୁଃଖଦ ଖବର ।  ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା । ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ପରଲୋକ ହୋଇଯାଇଛି । … Read More

କଂଗ୍ରେସ ନେତା ଗୁଲାମ ନବୀଙ୍କୁ ବିଦାୟ ଦେବାବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ … Read More