ଭାରତ-ଚୀନ୍ ୧୦ମ କମାଣ୍ଡର୍ ସ୍ତରୀୟ ଆଲୋଚନା, ସୈନ୍ୟ ପ୍ରତ୍ୟାହାର ନେଇ ନିଷ୍ପତ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ଲାଗି ରହିଥିବା ବିବାଦକୁ ନେଇ ୧୦ମ ଥର ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନା ପାଖାପାଖି ୧୨ ଘଣ୍ଟା ହୋଇଥିବା ଜଣାପଡ଼ିଛି । ଏହି ବୈଠକ ଶନିବାର ସକାଳ ୧୦ଟା … Read More











