ବାଜ୍ୟାପ୍ତ ହେବ ସି-ସୋରର ୬୫୦ କୋଟି ଟଙ୍କାର ସଂପତ୍ତି, ନିର୍ଦ୍ଦେଶ ଦେଲେ ଅଦାଲତ
ଭୁବନେଶ୍ବର, (ଓଡିଶା ଟାଇମ୍) :ବହୁ ଚର୍ଚ୍ଚିତ ସି ସୋର ଚିଟ୍ଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ। ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, … Read More











