ପାକିସ୍ତାନ ଓ ଶ୍ରୀଲଙ୍କା ପରେ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା
ଢାକା, (ଓଡିଶା ଟାଇମ୍): ଆଫଗାନିସ୍ତାନ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ପଡୋଶୀ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପାଇକରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା ସଂସଦରେ ଦେଇଥିବା ମନ୍ତବ୍ୟ … Read More











