କଟକ: ଘରୋଇ କଲେଜରୁ ପୁଣି ୧୩ କରୋନା ସଂକ୍ରମିତ ଚିହ୍ନଟ
କଟକ, (ଓଡିଶା ଟାଇମ୍) : କଟକ ଲିଙ୍କରୋଡ଼ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧ … Read More











