ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୪ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୪୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

୫୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଅତିକ୍ରମ କରିଛି। ଗତକାଲି ଗୋଟିଏ ଦିନରେ ୫୩ ହଜାର ୪୭୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୧୭ ଲକ୍ଷ ୮୭ … Read More

ପରମବୀରଙ୍କ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ମୁମ୍ବାଇ, (ଓଡିଶା ଟାଇମ୍) : ମୁମ୍ବାଇ ପୂର୍ବତନ ପୁଲିସ କମିସନର ପରମବୀର ସିଂହ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ସଞ୍ଜୟ କିଷନ କୌଲ ଓ ଆର ସୁଭାଷ ରେଡ୍ଡିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ପରମବୀରଙ୍କ ଆବେଦନକୁ ଅଗ୍ରାହ୍ୟ … Read More

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ; ଓଡ଼ିଶା ଟପ୍ପର ହେଲେ ଦେବାଶିଷ ପଣ୍ଡା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମାର୍ଚ୍ଚ ମାସରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପରସେଣ୍ଟାଇଲ୍ ରଖିଛନ୍ତି । ଏନେଇ ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷା … Read More

ସ୍ୱିଗୀକୁ ଘାରିଲା କରୋନା ଡର : ୨ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଟିକା ଦେବ କମ୍ପାନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ ବେକାବୁ ହେବାରେ ଲାଗିଛି ଭାଇରସ । ଭୂତାଣୁ କବଳରୁ ନିଜ କର୍ମଚାରୀଙ୍କୁ ରକ୍ଷା କରିବାକୁ ବଡ ଘୋଷଣା କରିଛି ବଡ ଖାଦ୍ୟ ବିତରଣ କମ୍ପାନୀ ସ୍ୱିଗୀ । ନିଜର ୨ ଲକ୍ଷରୁ ଅଧିକ ଡେଲିଭରୀ ପାଟନର୍ସଙ୍କୁ … Read More

ରେଭେନ୍ସାରେ କରୋନା ଆତଙ୍କ : ଛାତ୍ରୀ ପଜିଟିଭ୍, ବାତିଲ ହେଲା ପରୀକ୍ଷା

କଟକ, (ଓଡିଶା ଟାଇମ୍) :ଡରାଉଛି କରୋନା । ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ପଜିଟିଭ୍‌ ଚିହ୍ନଟ ପରେ ଗୁରୁବାର ହେବାକୁ ଥିବା ସ୍ନାତକ … Read More

ଆଜି ମାର୍ଚ୍ଚ ୨୫ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ଆଜି ବୁଝାମଣା ମାଧ୍ୟମରେ ପ୍ରତ୍ୟେକ କାମକୁ ସମ୍ଭାଳି ନେବେ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହିବ । ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ … Read More

ନବରଙ୍ଗପୁର ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର, (ଓଡିଶା ଟାଇମ୍) :ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। … Read More

ମହାରାଷ୍ଟ୍ର, ପଞ୍ଜାବର ସ୍ଥିତି ଉଦବେଗଜନକ

ମହାରାଷ୍ଟ୍ର, (ଓଡିଶା ଟାଇମ୍) : କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର … Read More

ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ରାୟଗଡା, (ଓଡିଶା ଟାଇମ୍) : ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ । ଛତିଶଗଡ କ୍ୟାଡରର ରହିଛନ୍ତି ଦୁଇ ମାଓବାଦୀ । ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହିଥିଲେ ଦୁଇ ଜଣ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ … Read More