ଆସିକାରୁ ଭୁବନେଶ୍ୱର ଯାତ୍ରା ହେବ ସୁଗମ: ଉଦଘାଟିତ ହେଲା ଆସ୍କା ସେତୁ
ଆସ୍କା, (ଓଡିଶା ଟାଇମ୍) :ଉଦଘାଟିତ ହୋଇଛି ବହୁପ୍ରତିକ୍ଷୀତ ଆସ୍କା ସେତୁ । ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ରିପ୍ଲେସ କରାଯାଇ ଏହାକୁ ନିର୍ମାଣ କରାଯାଇଛି । ସହରର କଇଁଫୁଲିଅ।ରେ ତିନି … Read More











