ଭାରସାମ୍ୟ ହରାଇ ଓଲଟିଲା ପିଏସି ଟ୍ରକ୍, ୧୫ରୁ ଅଧିକ ଯବାନ ଆହତ
ବାଗପତ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗାଜିଆବାଦର ୪୭ ବାଟାଲିୟନକୁ ଯାଉଥିବା ଏକ PAC ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲ ଉପରେ ଓଲଟିପଡିଥିଲା । ଫଳରେ ୧୫ରୁ ଅଧିକ ଯବାନ ଆହତ … Read More











