ଦେଓଘର ରୋପୱେ ଦୁର୍ଘଟଣା: ୨ ମହିଳାଙ୍କ ମୃତ୍ୟୁ
ଦେଓଘର,(ଓଡିଶା ଟାଇମ୍): ରବିବାର ସନ୍ଧ୍ୟାରେ ଦେଓଘରରେ ଘଟିଥିବା ରୋପୱେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏବେବି ଆହୁରି ୫୦ ପର୍ଯ୍ୟଟକ ୨୦୦୦ଫୁଟ ଉଚ୍ଚତାରେ ଫସି ରହିଛନ୍ତି । ସମସ୍ତ ଉଦ୍ୟମ ସତ୍ତ୍ୱେ, ପ୍ରାୟ ୨୦ଘଣ୍ଟା ପରେ ମଧ୍ୟ, … Read More











