ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୬୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଶନିବାର ସୁସ୍ଥ ହୋଇଛନ୍ତି ୭୬୬୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏଯାଏଁ ମୋଟ ୪ ଲକ୍ଷ ୩୯ ହଜାର ୩୨୨ ଜଣ ସୁସ୍ଥ ହୋଇସାରିଲେଣି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ … Read More

ଅକ୍ସିଜେନ୍‌ ଏବଂ ଔଷଧ ବିତରଣକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ ଆକ୍ସନ, ଗଠନ କଲେ ଟାସ୍କ ଫୋର୍ସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ ବିଭିନ୍ନ ରାଜ୍ୟଙ୍କୁ ଅକ୍ସିଜେନ୍‌ ଏବଂ ଆବଶ୍ୟକ ଜରୁରୀ ଔଷଧ ଅଭାବର ସାମ୍ନା କରିବାକୁ ପଡ଼ୁଛି । ସୁପ୍ରିମ୍‌ କୋର୍ଟ ମଧ୍ୟ ଏଥିପ୍ରତି ଲଗାତାର ନଜର ରଖିଛନ୍ତି । କୋର୍ଟ ଶନିବାର ରାଜ୍ୟ ଗୁଡ଼ିକରେ ଅକ୍ସିଜେନ୍‌ ଏବଂ ଜରୁରୀ … Read More

ହସ୍ପିଟାଲରେ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଉ ରୋଗୀଙ୍କୁ ଦରକାର ପଡିବନି କୋଭିଡ୍‌ ରିପୋର୍ଟ । ଏଣିକି କରୋନା ଟେଷ୍ଟିଂ ରିପୋର୍ଟ ନଥିଲେ ବି ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ୍‌ କରିହେବ । କୋଭିଡ୍‌ ଗାଇଡ୍‌ଲାଇନରେ  ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ … Read More

ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍ଡ ଟିକା । ୧ ଲକ୍ଷ ଟିକା ଆଜି ସେରମ୍‌ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ଏହି ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ … Read More

ହିମାଚଳପ୍ରଦେଶରେ ଭୂକମ୍ପର ଝଟକା

ଶିମଲା, (ଓଡିଶା ଟାଇମ୍): ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆଜି ସକାଳ ସମୟରେ ଭୂକମ୍ପର ଝଟକା ଅନୁଭବ କରଯାଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩ ରେକର୍ଡ କରାଯାଇଛି। ମିଳିଥିବା ଖବର ଅନୁସାରେ ଭୂକମ୍ପରେ କୌଣସି ଧନଜୀବନ … Read More

ଏଣିକି ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇଲେ ମିଳିବ ଅନୁମତି: ସିପି

ଭୁବନେଶ୍ବର, (ଓଡିଶା ଟାଇମ୍):ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ  ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ … Read More

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କଲା ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’

ଭୁବନେଶ୍ବର, (ଓଡିଶା ଟାଇମ୍):ଆଜିର ଆହ୍ଵାନପୂର୍ଣ୍ଣ ସମୟରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ଭାବେ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନନ୍ୟ ନେତୃତ୍ବ ଓ ଅସାଧାରଣ କୋଭିଡ୍ ପରିଚାଳନା ନୀତି ଯୋଗୁଁ  କୋଭିଡ୍ ବିରୋଧୀ ସଂଗ୍ରାମରେ ସମଗ୍ର ଦେଶ ତାଙ୍କୁ ପଥ ପ୍ରଦର୍ଶକ … Read More

କୋଭିଡ ସ୍ଥିତି ସମୀକ୍ଷା କଲେ ଡିଜିପି

ବ୍ରହ୍ମପୁର, (ଓଡିଶା ଟାଇମ୍):ବ୍ରହ୍ମପୁରରେ କୋଭିଡ୍ ପରିଚାଳନା ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସ୍ଥିତି ସମୀକ୍ଷା ପରେ ସେ କହିଛନ୍ତି ମୁଁ ସନ୍ତୋଷ ଜନକ ଅଛି । ପୋଲିସ୍ ଏବଂ ଗଞ୍ଜାମବାସୀଙ୍କୁ ଅଶେଷ୍ ଧନ୍ୟବାଦ ଜଣାଉଛି ସହଯୋଗ କରିଥିବାରୁ । … Read More

ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼, (ଓଡିଶା ଟାଇମ୍) :ଗଛରେ ପିଟିହେଲା ବସ୍। ଡ୍ରାଇଭର ସହିତ ତିନି ଡାକ୍ତରୀ ଛାତ୍ର ଆହତ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ା ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ଘଟିଛି ଦୁର୍ଘଟଣା । … Read More

୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ କେସ୍, ୪୧୮୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା … Read More