ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍

ଭୁବନେଶ୍ଵର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୬୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୬୨୯୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୬୫ … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୪ ଳକ୍ଷ ୫୭ ହଜାର ୫୬୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍‌ କରି … Read More

କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ ଦେଖିବାକୁ ମିଳୁଛି । ତେବେ … Read More

ଆନନ୍ଦବଜାରରେ ଗଣ୍ଡଗୋଳ, ସେବାୟତଙ୍କ ଆକ୍ରମଣରେ ସେବାୟତ ଆହତ

ପୁରୀ, (ଓଡିଶା ଟାଇମ୍):ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଅଭାବନୀୟ ଘଟଣା । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଥିବା ଜଣାପଡିଛି । ଆହତ ସେବାୟତ ଜଣଙ୍କ ହେଉଛନ୍ତି ହରେକୃଷ୍ଣ ସୁଆର । ଆହତ ଅବସ୍ଥାରେ ତାଙ୍କୁ ପୁରୀ ସଦର … Read More

ଗୋଟିଏ ହସ୍ପିଟାଲ୍‌ରେ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଘାତକ ହେବାରେ ଲାଗିଛି ଦେଶର କରୋନା ସ୍ଥିତି । ଦୈନିକ ସଂକ୍ରମଣ ସିନା କମୁଛି ହେଲେ, ମୃତ୍ୟୁ ସଂଖ୍ୟା ଥମୁନି । ଏବେ ଆଗଧାଡିର ଯୋଦ୍ଧାଙ୍କୁ ଗ୍ରାସିଲାଣି ମହାମାରୀ । ୨ୟ ଭଗବାନ କୁହାଯାଉଥିବା ଡାକ୍ତରମାନେ ଏବେ … Read More

ସ୍କୁଲ ନିକଟରେ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି

କାବୁଲ, (ଓଡିଶା ଟାଇମ୍) :ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶନିବାର ଦିନ ବାଳିକା ବିଦ୍ୟାଳୟ ନିକଟରେ ଲଗାତାର ତିନୋଟି ବିସ୍ଫୋରଣ ହୋଇଥିଲା । … Read More