ଭୁବନେଶ୍ବରରୁ ଦିନକରେ ୭୫୩ ଆକ୍ରାନ୍ତ ଚିହ୍ନଟ, ୧୨୭୫ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୭୫୩ ଜଣ ନୂଆ … Read More

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, ରାଜ୍ୟ ସରକାରଙ୍କୁ ମିଳିଲା ଦୁଇଟି ବିଡ୍

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟ ଟିକାକରଣ ଉପରେ ଜୋର ଦେଉଛନ୍ତି। ତେବେ ଚାହିଦା ଅନୁଯାୟୀ ଉତ୍ପାଦନ ହୋଇ ପାରୁନଥିବାରୁ ରାଜ୍ୟରେ ଟିକା ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏହା ଟିକାକରଣକୁ ମଧ୍ୟ … Read More

ଦିଲ୍ଲୀରେ ଅକ୍ସିଜେନ ଅଭାବ ଯୋଗୁ ମୃତ୍ୟୁର ହେବ ଯାଞ୍ଚ, କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ରାଜଧାନୀ ଦିଲ୍ଲୀରେ ଆତଙ୍କ ରଚିଥିଲା। ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଅଭାବ ଯୋଗୁ ଅନେକ ଆକ୍ରାନ୍ତ ଚିକିତ୍ସା ସେବା ନପାଇ ପ୍ରାଣ ହରାଇଥିଲେ। ତେବେ ଦିଲ୍ଲୀ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଅଭାବରୁ … Read More

ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ୍‌, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା କରିଛନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ସହ … Read More

ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା୬.୧

ଜାକର୍ତ୍ତା, (ଓଡିଶା ଟାଇମ୍): ଇଣ୍ଡୋନେସିଆ ଉପକୂଳରେ ଥିବା ଦ୍ୱୀପ ମାଲୁକୁରେ ଗୁରୁବାର ଦିନ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ତେବେ ଏଥିପାଇଁ ସୁନାମି ସତର୍କ … Read More

ଆରବିଆଇ ମୁଦ୍ରା ନୀତି ସମୀକ୍ଷା : ସୁଧ ହାର ଓ ରେପୋ ରେଟରେ କୌଣସି ପରିବର୍ତ୍ତନ ନାହିଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, ଏମ୍ଏସ୍ଏଫ୍ ରେଟ୍ ରେ କୌଣସି ପରିବର୍ତ୍ତନ କରିନାହିଁ । କୌଣସି ପରିବର୍ତ୍ତନ ବିନା ରେପୋ ହାର ୪ ପ୍ରତିଶତ ରହିବ । କୌଣସି … Read More

୧୫୦କଇଁଛ ଉଦ୍ଧାର କଲେ ବନ କର୍ମଚାରୀ, ବାଇକ୍ ଛାଡି ୨ ବେପାରୀ ଫେରାର

ମାଲକାନଗିରି, (ଓଡିଶା ଟାଇମ୍): ବନ କର୍ମଚାରୀଙ୍କ ଦ୍ବାରା ୧୫୦ କଇଁଛ ଉଦ୍ଧାର । ଗୁରୁବାର ଅପରାହ୍ନରେ କାଲିମେଳା ବନ କର୍ମଚାରୀ ଏହାକୁ ଉଦ୍ଧାର କରିଛନ୍ତି । କଇଁଛ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ମୋଟର ସାଇକଲକୁ ଜବତ କରାଯାଇଛି । ସୂଚନାଯୋଗ୍ୟ … Read More

ଦେଶରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପୁନର୍ବାର ଶୁକ୍ରବାର ବୃଦ୍ଧି ଘଟିଛି। ମଇ ୪ ତାରିଖ ପରବର୍ତ୍ତୀ ସମୟରେ ଏହାକୁ ମିଶାଇ ୧୮ଥର ମୂଲ୍ୟ ବୃଦ୍ଧି ଘଟିଲାଣି। ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୨୭ ପଇସା ଏବଂ … Read More

୨୪ ଘଣ୍ଟାରେ ଦେଶରେ ବାହାରିଲେ ୧ ଲକ୍ଷ ୩୨ ହଜାରରୁ ଅଧିକ ପଜିଟିଭ୍, ୨୭୧୩ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୨ … Read More

ସମସ୍ତ ସରକାରୀ ହସ୍ପିଟାଲରେ ଆଜି ଠାରୁ ଓପିଡି ସେବା ଆରମ୍ଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଉତ୍ତରପ୍ରଦେଶରେ ଲଗାତାର କରୋନା ସଂକ୍ରମଣ ଥମିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ଯୋଗୀ ସରକାର । ଆଜି ଠାରୁ ସାରା ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି … Read More