ECMO ମେସିନର ୬ଟି ୟୁନିଟ୍ ଆଣିବାକୁ ଚାଲିଛି ବ୍ୟବସ୍ଥା : DMET

ଭୁବନେଶ୍ବର, (ଓଡିଶା ଟାଇମ୍): ECMO (Extracorporeal membrane oxygenation) ମେସିନର ବ୍ୟବହାର ନେଇ ପ୍ରତିକ୍ରିୟା ପରଖିଛନ୍ତି DMET ସିବିକେ ମହାନ୍ତି । ସେ କହିଛନ୍ତି ECMO ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ମୋ ଜାଣିବାରେ ଦେଶରେ ୨୧ଟି … Read More

ଭଦ୍ରକରେ ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଟିମ

ଭଦ୍ରକ, (ଓଡିଶା ଟାଇମ୍): ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ । ଧାମରା ହେଲିପ୍ୟାଡ଼ରେ ପହଞ୍ଚି ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରୁଛନି । ଟିମରେ ଅଛନ୍ତି କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶକ ବିପୁଳ କୁମାର ଶ୍ରୀବାସ୍ତବ, ଅର୍ଥ ମନ୍ତ୍ରଣାଳୟର … Read More

ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ପଜିଟିଭ୍, ୨୪୨୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ … Read More

ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ ; ରଥ ନିର୍ମାଣ ବନ୍ଦ କଲେ ଜିଲାପାଳ

ନୀଳଗିରି, (ଓଡିଶା ଟାଇମ୍): ଚଳିତ ବର୍ଷ ଆଶା ଆଶଙ୍କାରେ ନୀଳଗିରି ରଥଯାତ୍ରା।ଗତବର୍ଷ ରଥ ନିର୍ମାଣ ହୋଇ କୋଭିଡ କଟକଣା ପାଇଁ ରଥଟଣା ହୋଇପାରିନଥିଲା। ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଶାସନର  ପ୍ରସ୍ତୁତି ବୈଠକ ହୋଇନଥିବା ବେଳେ ରଥ ନିର୍ମାଣ କାମ ଆରମ୍ଭ … Read More

ରାସ୍ତାକଡରେ ଜୋରଦାର୍‌ ବିସ୍ଫୋରଣ, ୧୧ ବସ୍‌ ଯାତ୍ରୀ ମୃତ

କାବୁଲ, (ଓଡିଶା ଟାଇମ୍): ରାସ୍ତାକଡ଼ରେ ଜୋରଦାର ବିସ୍ଫୋରଣ । ଏହି ବିସ୍ଫୋରଣରେ ଏକ ମିନି ବସ୍‌ କ୍ଷତିଗ୍ରସ୍ତ ହୋଇଛି । ଯାହାଫଳରେ କି ବସ୍‌ରେ ଥିବା ପ୍ରାୟ ୧୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ସାମିଲ … Read More

ଆଜିଠୁ ଦିଲ୍ଲୀ ଏମ୍ସରେ ଶିଶୁଙ୍କ ଉପରେ ଭାକସିନ୍ ପରୀକ୍ଷଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଶିଶୁଙ୍କ ପାଇଁ ଆସୁଛି କରୋନା ଭାକସିନ୍ । ଖୁବ୍ ଶୀଘ୍ର  ଶିଶୁମାନଙ୍କୁ ଟିକା ଦିଆଯିବ। ଦିଲ୍ଲୀ ଏମ୍ସରେ ସୋମବାରଠାରୁ ୨ ରୁ ୧୮ ବର୍ଷ ବର୍ଗଙ୍କୁ କୋଭାକ୍ସିନ ଟିକାର ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହେବ। ଯଦି ଏହି ପରୀକ୍ଷଣ … Read More

୧୧ ସୁଦ୍ଧା ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ବର, (ଓଡିଶା ଟାଇମ୍): ସୋମବାର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । … Read More

ଗତ ୨୪ଘଣ୍ଟାରେ ଗଲା ୪୧ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୬୧୧୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୯୨୧୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୫୩ଜଣ … Read More

ବାହାରେ ସରିଲା ମହାପ୍ରଭୁଙ୍କ ଚନ୍ଦନ ଯାତ, ହେଲେ ଏବେ ଭିତରେ ହେଲା ଆରମ୍ଭ

ପୁରୀ, (ଓଡିଶା ଟାଇମ୍): ୨୧ଦିନ ବ୍ୟାପୀ ବାହାରେ ଚନ୍ଦନ ଯାତ୍ରା ଶେଷ ହେବା ପରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଆଜି ପବିତ୍ର ଜଳକ୍ରୀଡ଼ା ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି … Read More