ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମାୟାନଗରୀ : ଉବୁଟୁବୁ ମୁମ୍ୱାଇ, ଆଗକୁ ଆହୁରି ବର୍ଷିବ
ମୁମ୍ବାଇ, (ଓଡିଶା ଟାଇମ୍): ମାୟାନଗରୀ ବର୍ଷିଛି ମୌସୁମୀର ପ୍ରଥମ ବର୍ଷା । ମୌସୁମୀର ଆଗମନ ସହ ମୁମ୍ବାଇ ପାଇଁ ବି ବାଜିଛି ସତର୍କ ଘଣ୍ଟି । ଆସନ୍ତା ୨୪ ଘଣ୍ଟାରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ … Read More











