ଆଜି ଜୁନ ୨୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ସୁନ୍ଦର ଓ ମୂଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି । ବିଭିନ୍ନ ଦିଗରୁ ସହ-ଯୋଗ ପାଇ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ … Read More

ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶାରେ ସଫଳତାର ସହ ଶେଷ ହେଲାଣି ୧ କୋଟି ଟିକାକରଣ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀ, ଆଗଧାଡିର … Read More

ଦ୍ୱିତୀୟ ଲହର ଅପେକ୍ଷା କରୋନାର ତୃତୀୟ ଲହର ପ୍ରଭାବ କମ ରହିବ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍):କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ତେବେ  ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି।  ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ … Read More

ଆପରେ ସାମିଲ ହେଲେ ପୂର୍ବତନ ଆଇଜି ବିଜୟ ପ୍ରତାପ ସିଂ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ପଞ୍ଜାବ ଗସ୍ତରେ ଯାଇଛନ୍ତି। ସେ କହିଛନ୍ତି ଯେ ପଞ୍ଜାବରେ ଶିଖ ସମ୍ପ୍ରଦାୟର ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ। ଅମୃତସରର ମାମଲାରେ ବରଖାସ୍ତ … Read More

କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ : ଡିଏମଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ପୋଷ୍ଟ କୋଭିଡ୍ କମ୍ପ୍ଲିକେସନ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି କୋଭିଡ୍ ହେବା ଦ୍ବାରା ଶରୀରରେ ଭାଇରସ୍ ଅନେକ ଗୁଡିଏ କ୍ଷତି କରିଦେଉଛି । ସାଇଟୋକାଇନ୍ ଟର୍ମ ଯୋଗୁଁ ଅନେକ ଲୋକଙ୍କର … Read More

ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତର ପୂର୍ବୋତ୍ତର ରାଜ୍ୟରେ ଗତ କିଛି ଦିନ ହେବ ଲଗାତର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସମୟରେ ସୋମବାର ସକାଳୁ ସକାଳୁ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକ ଅନୁଭୂତ ହୋଇଛି । ଇଟାନଗରରେ ସକାଳ … Read More

ସପୋରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଟପ୍ ଲଶ୍କର୍ ଆତଙ୍କୀ ମୁଦାସିର ପଣ୍ଡିତ ସମେତ ତିନି ମୃତ

ଶ୍ରୀନଗର, (ଓଡିଶା ଟାଇମ୍): ସପୋରରେ ଆତଙ୍କବାଦୀଙ୍କ ଉପରେ ସେନାର ବଡ଼ ଆକ୍ସନ୍ । ଜମ୍ମୁ-କାଶ୍ମୀର ବାରମୂଳା ଜିଲ୍ଲାର ସପୋର ଅଞ୍ଚଳରେ ରବିବାର ଦିନ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସାରା ରାତି ଜାରି ରହିଥିବା ଏହି ଏନକାଉଣ୍ଟରରେ ଭାରତୀୟ … Read More

୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୩ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ … Read More

ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର, (ଓଡିଶା ଟାଇମ୍): ଉତ୍ତରପ୍ରଦେଶ ଉପରେ ଥିବା ଲଘୁଚାପ ଓ ରାଜସ୍ଥାନରୁ ବଙ୍ଗୋପସାଗରକୁ ଲମ୍ବିଥିବା ମୌସୁମୀ ଟ୍ରଫଲାଇନ ପ୍ରଭାବରେ ରାଜ୍ୟର କିଛି କିଛି ଜାଗାରେ ବର୍ଷା ହେଉଛି । ରବିବାର ଅପରାହ୍ନ ଓ ସନ୍ଧ୍ୟାରେ ଭୁବନେଶ୍ୱର, କଟକ ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ … Read More

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସମସ୍ତ ସାମାଜିକ ଦୂରତ୍ବ ନିୟମ ମାନି ଘରେ ପରିବାର ଲୋକଙ୍କ ସହିତ ଯୋଗ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସପ୍ତମ ଅନ୍ତର୍ଜାତୀୟ … Read More