ବଙ୍ଗଳା ହିଂସା ଉପରେ ପୂର୍ବତନ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଦଳର ରିପୋର୍ଟ

୧୫୦୦୦ଘଟଣା, ୨୫ ମୃତ୍ୟୁ, ୭୦୦୦ମହିଳାଙ୍କୁ ଅସଦାଚରଣ ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କେବଳ ସେହି ବ୍ୟକ୍ତି ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ଭୋଟ୍ ଦେଇନାହାଁନ୍ତି ସେମାନେ ହିଂସାରେ ଟାର୍ଗେଟ ହୋଇଛନ୍ତି ୨୦୨୧ ମଇ ୨ରେ ବିଧାନସଭା ନିର୍ବାଚନ … Read More

ସେଣ୍ଟ୍ରାଲ ଭିଷ୍ଟା ବିରୋଧୀ ଗ୍ୟାଙ୍ଗକୁ ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରୁ ପ୍ରତ୍ୟାଖାନ

ବେକାର ମସ୍ତିଷ୍କ ଶୟତାନର ଘର । ବିରୋଧୀ ଦଳ ଏବଂ ସେମାନଙ୍କ ସମର୍ଥକମାନଙ୍କର କୌଣସି ସକାରାତ୍ମକ ରାଜନୈତିକ କାର୍ଯ୍ୟକ୍ରମ ନ ଥିବାରୁ ସେମାନେ ଆଜିକାଲି ଓଲଟା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ସାମ୍ପ୍ରତିକ ସମୟରେ କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପ ପ୍ରସଙ୍ଗରେ ମୋଦୀ … Read More

ଶିଶୁ ଅଶ୍ଳୀଳତା ପ୍ରସଙ୍ଗରେ ଟ୍ୱିଟର ବିରୋଧରେ ଦିଲ୍ଲୀ ପୋଲିସର ଏତଲା

ବର୍ତ୍ତମାନ ଟ୍ୱିଟରର ସମସ୍ତ ପଳାୟନ ମାର୍ଗ ବନ୍ଦ କେନ୍ଦ୍ର ସରକାର ଟ୍ୱିଟରର “ଫ୍ରିଡ଼ମ୍ ଅଫ୍ ସ୍ପିଚ୍”ର ଭିକ୍ଟିମ୍ କାର୍ଡକୁ ମାଟିରେ ମିଶାଇ ଦେଲେ  ଶତ୍ରୁକୁ ଘୋଷାରିବା ମଜା, ହତ୍ୟା କରିବାରେ ନାହିଁ । ଟ୍ୱିଟରର ନୀଳ ପକ୍ଷୀକୁ ବୁଦ୍ଧି ଶିଖାଇବା ପାଇଁ … Read More

କଂଗ୍ରେସ ରାଜନୀତି-ପଞ୍ଜାବ, ରାଜସ୍ଥାନ ପରେ ଏବେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ଲଢ଼େଇ ଆରମ୍ଭ

କଂଗ୍ରେସର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଭୁଲ୍ ସଂଶୋଧନ କରିବା ପରିବର୍ତ୍ତେ ଏହାକୁ ଲୁଚାଇବାକୁ ଧ୍ୟାନ ଦେଉଛି । ଫଳରେ ଦଳ ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ପଞ୍ଜାବ ଏବଂ ରାଜସ୍ଥାନରେ ଦଳର … Read More

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଉପହାର, ରାଜ୍ୟରେ ଲଞ୍ଚ ହେଲା ‘ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ’

କୋଲକାତା, (ଓଡିଶା ଟାଇମ୍): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ବୁଧବାର ଷ୍ଟୁଡେଣ୍ଟସ୍ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ଏଥିରେ ଛାତ୍ରଛାତ୍ରୀ ସାଧାରଣ ବାର୍ଷିକ ସୁଧହାରରେ ସର୍ବାଧିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ପାଠପଢା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାରେ … Read More

କରୋନାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ଅନୁକମ୍ପା: ଆସିଲା ସୁପ୍ରିମ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାରୁ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ କ୍ଷତିପୂରଣ ମାଗିଥିବା ଏକ ଆବେଦନ ଉପରେ ବଡ଼ ନିଷ୍ପତ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ଉଚିତ୍ । … Read More

ନାସିରୁଦ୍ଦିନ ଶାହ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ, (ଓଡିଶା ଟାଇମ୍):  ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିମୋନିଆ କାରଣରୁ ତାଙ୍କୁ ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୨ ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି ଓ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା … Read More

ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକ୍‌ଡାଉନ୍ : ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା

ଭୁବନେଶ୍ବର, (ଓଡିଶା ଟାଇମ୍): ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବଢ଼ା ଯାଇଛି। ଜୁଲାଇ ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ … Read More

ଦୂତି ଚାନ୍ଦଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍‌ । ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତି ଚାନ୍ଦଙ୍କୁ ମିଳିଲା ଟିକେଟ୍‌ । ୧୦୦ ଓ ୨୦୦ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ । ୱାର୍ଲଡ … Read More

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା । ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ପୁଣି ଏକ ମାସ ପାଇଁ ବୃଦ୍ଧି କରାଯାଇଛି । ଏହି ପ୍ରତିବନ୍ଧକ ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ … Read More