ରାଜ୍ୟରେ ୨୪ ଘଣ୍ଟାରେ ୨୯୧୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୯୦୨୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୭ଜଣ … Read More

ବିବାହ ବନ୍ଧନରେ ବାନ୍ଧି ହେଲେ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ଡ଼ ବ୍ୟୋମକେଶ ରାୟ

ଭଦ୍ରକ, (ଓଡିଶା ଟାଇମ୍): ପୁଣି ବର ସାଜିଲେ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଓ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଡ଼ଃ ବ୍ୟୋମକେଶ ରାୟ । ସ୍ୱସ୍ତି ଚିଲିକା ରିସର୍ଟ ଠାରେ ତାଙ୍କର ବିଭାହ କାର୍ଯ୍ୟକ୍ରମ ଅନୁଷ୍ଠିତ … Read More

ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ: କେମିତି ଫେଡ଼ିବ ବିଜେପି

ଭୁବନେଶ୍ବର, (ଓଟି): ଉତ୍ତର ପ୍ରଦେଶ ପରେ ଉତ୍ତରାଖଣ୍ଡରାଜ୍ୟ ରାଜନୀତିକୁ ନେଇ କେନ୍ଦ୍ର ବିଜେପିର ଆରମ୍ଭ ହୋଇଗଲାଣି ମିଶାଣ ଫେଡ଼ାଣ। ଅଳ୍ପ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳି ଥିବା ତୀରଥ ସିଂହ ରାୱତ୍‌ଙ୍କୁ କ୍ଷମତାରୁ ଅପସାରଣ କରାଯିବ ନା ନାହିଁ। … Read More

ୟାମି ଗୌତମଙ୍କୁ ଇଡିର ସମନ : ମନି ଲଣ୍ଡରିଂ ମାମଲାରେ ହୋଇପାରେ ପଚରାଉଚରା

ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ସମନ କରାଯାଇଛି। ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ଅଭିନେତ୍ରୀଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ … Read More

ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଦଣ୍ଡ ଭୋଗି ଶୁକ୍ରବାର ଦିଲ୍ଲୀ ତିହାର ଜେଲରୁ ମୁକୁଳିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଚ୍ରୀୟ ଲୋକ ଦଳର ପ୍ରମୁଖ ନେତା ଓମ୍ ପ୍ରକାଶ ଚୌଟାଲା। ଦଣ୍ଡର ଅବଧି ଶେଷ ହେବା … Read More

ରାଜ୍ୟକୁ ଆସିଲା ୯ ଲକ୍ଷ ୪୩ ହଜାର କୋଭିସିଲ୍ଡ ଟିକା

ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶର ବିଭିନ୍ନ ରାଜ୍ୟରେ ଟିକାକରଣ ଜାରି ରହିଛି । କିନ୍ତୁ ଟିକା ଅଭାବରୁ କିଛି ରାଜ୍ୟରେ ଟିକାକରଣ ବନ୍ଦ ରହିଥିବା ଜଣାପଡ଼ିଛି । ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି କିଛି ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଏହି … Read More

ବଙ୍ଗଳା ହିଂସା ସମ୍ପର୍କରେ ଏନଏଚଆରସି ରିପୋର୍ଟ ପରେ ହାଇକୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

ସମସ୍ତ ଏଫ୍ଆଇଆର୍ ପଞ୍ଜୀକୃତ ହେବ ବିଜେପି କର୍ମୀଙ୍କ ପୋଷ୍ଟମର୍ଟମ ଡିସିପିଙ୍କୁ ନୋଟିସ୍ ହିଂସାକାଣ୍ଡ ଘଟୁଥିବା ଅଞ୍ଚଳର ଡିଏମ ଏବଂ ଏସପିଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରି ପୀଡିତମାନଙ୍କୁ ଚିକିତ୍ସା ଏବଂ ରାସନ ଯୋଗାଇବାକୁ ମମତା ସରକାରଙ୍କୁ ନିର୍ଦ୍ଦେଶ ନିର୍ବାଚନ ପରେ ପଶ୍ଚିମବଙ୍ଗରେ … Read More

ଅଧିକ ସଂକ୍ରମଣ ମାମଲା ଆସୁଥିବା ୬ ଟି ରାଜ୍ୟକୁ କେନ୍ଦ୍ର ପଠାଇଲା ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶାର ଉପକୂଳବର୍ତ୍ତୀ ଜିଲା ସମେତ ପାଖାପାଖି ୧୦ଟି ଜିଲାରେ କୋଭିଡ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହୁଥିବାରୁ ପରିସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, … Read More

୭୦% ସିଲାବସ୍‌ ମଧ୍ୟରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ଅଫଲାଇନ୍ ରେ ହେବ ମାଟ୍ରିକ୍ ପରୀକ୍ଷା । ୭୦% ସିଲାବସ୍‌ରୁ ହେବ ମାଟ୍ରିକ ପରୀକ୍ଷା । ବାଦ ପଡ଼ିବ ୩୦ ପ୍ରତିଶତ ସିଲାବସ୍‌ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ … Read More

ଜୁଲାଇ ଦ୍ବିତୀୟ ସପ୍ତାହରେ କମିଯିବ ସଂକ୍ରମଣ, ୧୦ ଜିଲ୍ଲାରେ ଟିକେ ସମୟ ଲାଗିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ଜୁଲାଇ ଦ୍ବିତୀୟ ସପ୍ତାହରେ ସଂକ୍ରମଣ କମିଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ୧୦ ଜିଲ୍ଲାରେ କମିବାକୁ ଟିକେ ସମୟ ଲାଗିବ । ବ୍ଲାକ୍ ଫଙ୍ଗସ୍ ଆମକୁ ନେଗେଟିଭଲି ଆଫେକ୍ଟ କରିନି … Read More