ପୁଣି ବଢିଲା ଟ୍ୱିଟରର ଅଡୁଆ, ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି।  କେନ୍ଦ୍ର ଗାଇଡଲାଇନ ମାନିବ ନାହିଁ ବୋଲି ଟ୍ୱିଟର ସିଧା ସିଧା ମନା କରିଦେବା ପରେ ଏବେ ଟ୍ୱିଟର ପାଇଁ ମୁସ୍କିଲ … Read More

ଆଜିଠୁ ଉତ୍ତରାଖଣ୍ଡରେ ପୁଷ୍କର ରାଜ୍ : ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍): ପୁଷ୍କର ସିଂ ଧାମି ଆଜି ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଚାରି ମାସ ମଧ୍ୟରେ ସେ ତୃତୀୟ ମୁଖ୍ୟମନ୍ତ୍ରୀ ହେବେ । ଚାରିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା … Read More

୨୪ ଘଣ୍ଟାରେ ୪୩ ହଜାରରୁ ଅଧିକ ପଜିଟିଭ୍, ୯୫୫ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଦୈନିକ ଲକ୍ଷାଧିକ ଆକ୍ରାନ୍ତ ସଂକ୍ରମିତ ହେଉଥିବାବେଳେ ଏବେ ଅଙ୍କ ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ … Read More

୧୪ରେ ଟୋକିଓ ଯିବ ଭାରତୀୟ ଖେଳାଳିଙ୍କ ପ୍ରଥମ ଦଳ

ଚେନ୍ନାଇ, (ଓଡିଶା ଟାଇମ୍): ଟୋକିଓ ଅଲିମ୍ପିକ୍‌ସ ଚଳିତ ଜୁଲାଇ ୨୪ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ୧୮ଟି ଇଭେଣ୍ଟରେ ୧୧୫ ଜଣ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ଜୁଲାଇ ୧୪ରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଥମ ଦଳ ଟୋକିଓ ଗସ୍ତକରିବ … Read More

ଶ୍ରୀଜୀଉଙ୍କ ଅନବସରର ଆଜି ଦଶମୀ ତିଥୀ

ପୁରୀ, (ଓଡିଶା ଟାଇମ୍): ୧୦୮ କୁମ୍ଭ ସୁବାଷିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନଵସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ । ସେପଟେ ରାଜବୈଦ୍ୟଙ୍କ ଦ୍ବାରା … Read More

ଜାପାନରେ ଭୟଙ୍କର ଭୁସ୍ଖଳନ, ଆତାମି ସହର ଉପରେ ମାଡ଼ିଗଲା ପାହାଡ଼

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜାପାନରେ ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏହି ଘଟଣା ଯାହାର ଚିତ୍ର ଦେଖିଲେ ଛାତି ଥରି ଉଠିବ।  ୨୦ରୁ ଅଧିକ ନିଖୋଜ ଥିବାର ସୂଚନା … Read More

ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୮୭୦ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୧୮୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୫୨ଜଣ … Read More

ସେପ୍ଟେମ୍ବରରେ ବସିବ ମୌସୁମୀ ଅଧିବେଶନ, ଟିକା ନେଇନଥିବା ବିଧାୟକଙ୍କୁ ବିଧାନସଭା ମନା

ଭୁବନେଶ୍ବର, (ଓଡିଶା ଟାଇମ୍): ସେପ୍ଟେମ୍ବରରେ ବସିବ ବିଧାନସଭା ମୌସୁମୀ ଆଧିବେଶନ । ଏହାର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଡବଲ ଡୋଜ ଟିକା ନେଇ ନଥିଲେ ବିଧାନସଭା … Read More

ପୋଲିସ୍‌କୁ ଆକ୍ରମଣ କରି ବନ୍ଧା ହେଲେ ୫ ଜଣ

ଜୟପୁର, (ଓଡିଶା ଟାଇମ୍): କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଓଆଇସିଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଡ ମାରିବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କାକିରୁଗୁମା ଥାନା ନିକଟରେ … Read More