ଦରଦାମ ବୃଦ୍ଧି ପ୍ରତିବାଦ ନେଇ କଂଗ୍ରେସର ଆନ୍ଦୋଳନ, ସାଇକେଲ ଚଢି ପ୍ରତିବାଦ କଲେ ନେତା
କଣ୍ଟାବାଞ୍ଜି, (ଓଡିଶା ଟାଇମ୍): କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ନେଇ ଆଜି ନଗର କଂଗ୍ରେସ କମିଟି ପକ୍ଷରୁ ସାଇକେଲ ରାଲି ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୟରେ … Read More











