ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଆବଶ୍ୟକ ସ୍ଥଳେ ଡିଏଫଓ ଓ ଓଆଇସିଙ୍କୁ ହେବ ପଚରାଉଚରା- ଗଜପତି ଏସପି

ଗଜପତି, (ଓଡିଶା ଟାଇମ୍): ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ସଠିକ୍ ଦିଗରେ ଚାଲିଛି ବୋଲି ଗଜପତି ଏସପି ତପନ ପଟ୍ଟନାୟକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିଏଫଓଙ୍କ ବିରୋଧରେ ଅଭିଯୋଗ ରହିଛି । … Read More

ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲ୍ କିଲା ବନ୍ଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସାଧାରଣ ନାଗରିକଙ୍କ ପାଇଁ ଲାଲ୍ କିଲା ଦୁର୍ଗ ବନ୍ଦ ରହିଛି । ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲ୍ କିଲା ରେଡ୍ ଦୁର୍ଗ ପରିଦର୍ଶନ … Read More

ନନ୍ଦନକାନନକୁ ଆସିଲେ ନୂଆ ଅତିଥୀ

ବାରଙ୍ଗ, (ଓଡିଶା ଟାଇମ୍): ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ଏକକାଳୀନ ୩ଟି ଶାବକ ଜନ୍ମ ଦେଇଛି ସିଂହୀ ବିଜଲୀ । ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଛି  । … Read More

୨୪ ଘଣ୍ଟାରେ ବାହାରିଲେ ୪୨ ହଜାରରୁ ଅଧିକ ପଜିଟିଭ୍, ୩ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କିଛି ଦିନର କରୋନା ସଂକ୍ରମଣ ହ୍ରାସ ପରେ ପୁଣି ଥରି ବଢିବାରେ ଲାଗିଛି ଗ୍ରାଫ୍ । ଏପଟେ ମୃତ୍ୟୁ ସଂଖ୍ୟା ବି ଏକାଥରକେ ୪୦୦ ଟପିଛି । ଲକ୍ଷାଧିକ ଟ୍ରେଣ୍ଡ ପରେ ୫୦ ହଜାର ତଳକୁ ଖସିଛି … Read More

ଆଜି ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ

ପୁରୀ, (ଓଡିଶା ଟାଇମ୍): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ। ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ଆଜି ରଥାରୂଢ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ରଥ … Read More

୨୩ରୁ ମିଳିବ ମାଟ୍ରିକ ପ୍ରମାଣପତ୍ର

କଟକ, (ଓଡିଶା ଟାଇମ୍): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଗତ ଜୁନ ୨୫ ତାରିଖରେ ପ୍ରକାଶିତ ଚଳିତ ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳର ପ୍ରମାଣପତ୍ରଗୁଡ଼ିକ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ନିର୍ଦ୍ଧାରିତ ହେଡ୍‍କ୍ୱାର୍ଟର … Read More

ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୯୨୭ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୯୯୮୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୫ଜଣ … Read More

ଆଜି ଜୁଲାଇ ୨୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ କାର୍ଯ୍ୟବ୍ୟସ୍ତତାକାରଣରୁ ଆପଣଖାଇବା ପିଇବାରେ ଅବହେଳାକରି ନିଜରସ୍ୱାସ୍ଥ୍ୟ ପାଇଁ ନିଜେହିଁବାଧକସାଜିବେ । ନୂତନ କାର୍ଯ୍ୟରେହାତ ଦେଇକୃତକାର୍ଯ୍ୟହେବେ, ମାତ୍ରସାମାନ୍ୟବାଧାବିଘ୍ନଘଟିପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ । ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ । ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି … Read More

ଛତିଶଗଡ ନାରାୟଣପୁର ଜିଲ୍ଲାରେ ନକ୍ସଲ-ଆଇଟିବିପି ମୁହାଁମୁହିଁ

ଆମାଦଇ ,(ଓଡିଶା ଟାଇମ୍): ଛତିଶଗଡ ନାରାୟଣପୁର ଜିଲ୍ଲା ଆମାଦଇ ଓ ଶିବମନ୍ଦିର ମଧ୍ୟବର୍ତ୍ତି ଅଞ୍ଚଳରେ ମଙ୍ଗଳବାର ଆଇଟିବିପି ଜବାନଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିବା ଜଣାପଡିଛି। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ଥିବା ବେଳେ ଜଣେ ଆଇଟିବିପି ଜବାନ ଶହୀଦ … Read More