ଓଡ଼ିଶା ଅର୍ଥ ସେବା କ୍ୟାଡର ପୁନର୍ଗଠିତ, ସୃଷ୍ଟି ହେଲା ୧୦୪ ନୂତନ ପଦ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଅର୍ଥ ସେବାକୁ ତ୍ବରାନ୍ବିତ କରିବା ଲାଗି ଦୀର୍ଘଦିନ ଧରି ହୋଇ ଆସୁଥିବା କ୍ୟାଡର ପୁନର୍ଗଠନ ଦାବିକୁ ସରକାର ମାନି ନେଇଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ୧୦୪ ନୂତନ ଓଡ଼ିଶା ଅର୍ଥ ସେବା(ଓଏଫ୍ଏସ) ପଦ ସୃଷ୍ଟି … Read More











