ଚଳିତ ମାସରେ ଆସିବ ତୃତୀୟ ଲହର; ଅକ୍ଟୋବରରେ ଶିଖର ଛୁଇଁବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ ପୁଣି ଚିନ୍ତା ବଢାଇ ଦେଇଛି । ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ନକମୁଣୁ ପୁଣି ତୃତୀୟ ଲହର ଆତଙ୍କ ଗ୍ରାସିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ କରୋନାର ତୃତୀୟ ଲହର … Read More

କୋଭିଡ୍‌ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିବ କୋଣାର୍କ ମନ୍ଦିର

ଭୁବନେଶ୍ବର, (ଓଡିଶା ଟାଇମ୍): ଗାଇଡଲାଇନ୍‌ରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଆଜିଠାରୁ(ସୋମବାର) ଖୋଲିବ । ପ୍ରବେଶ କରିବା ପାଇଁ ଅନ୍‌ଲାଇନ୍‌ରେ ଟିକେଟ ଉପଲବ୍ଧ ହେବ । ମୁଖ୍ୟ ପ୍ରବେଶ ପଥରେ ଏଏସ୍‌ଆଇର ବୋର୍ଡ ଲଗାଯାଇଛି । ପର୍ଯ୍ୟଟକମାନେ ଏହି ବୋର୍ଡରେ ରହିଥିବା … Read More

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୦୩୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୭୩୭ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଆଜି ଅଗଷ୍ଟ ୦୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ସ୍ୱଗୃହୀ ଶୁକ୍ର ପ୍ରଭାବରେ ଆରୋଗ୍ୟଲାଭ କରିବେ ଏବଂ ବନ୍ଧୁଙ୍କ ପରାମର୍ଶରୁ ଆଶ୍ୱସ୍ତି ଲାଭ କରିପାରନ୍ତି । ଶିଳ୍ପ,ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ ଏବଂ ଫଳପ୍ରଦ ଆଲୋଚନା ହୋଇପାରେ । ଶୁଭ … Read More

ଦରମା ବିବାଦକୁ ନେଇ ମୋ ବସ୍‌ ଡ୍ରାଇଭର୍‌ଙ୍କ ଚେତାବନୀ, କାଲିଠାରୁ ଗଡ଼ିବନି ବସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): କାଲି ଠାରୁ ଗଡ଼ିବନି ମୋ ବସ । ଚେତାବନୀ ଦେଲେ ମୋ ବସର ଡ୍ରାଇଭର । ଦରମାକୁ ନେଇ ବିବାଦ ଥିବାରୁ ଏହି ନିଷ୍ପତି ନେଇଛନ୍ତି ସମସ୍ତ ଡ୍ରାଇଭର । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି … Read More

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସ୍କୁଲ ଖୋଲାଯିବା ନେଇ ଅଗଷ୍ଟ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଏସଆରସି ଗାଇଡଲାଇନରେ ସ୍କୁଲ ଖୋଲିବା ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେବ ବୋଲି କହିଛନ୍ତି। ଦଶମ, ଦ୍ବାଦଶ ପାଇଁ ଖୋଲିଛି, ୧୬ରୁ ନବମ ପିଲାଙ୍କ … Read More

ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ରଚିଲେ ଇତିହାସ

ଟୋକିଓ, (ଓଡିଶା ଟାଇମ୍): ଭାରତକୁ ଆଉ ଏକ ମେଡାଲ । ଟୋକିଓ ଅଲିମ୍ପିକରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ପିଭି ସିନ୍ଧୁ । ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ହରାଇ ଭାରତ ପାଇଁ ଆଉ ଏକ … Read More

କରୋନା ପରେ ଡରାଇଲାଣି ଜିକା ଭାଇରସ

ମୁମ୍ବାଇ, (ଓଡିଶା ଟାଇମ୍): ମହାମରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରସ। ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି ଜିକା। ମହାରାଷ୍ଟ୍ରରେ ଜିକା ଭାଇରସ ଆତଙ୍କ ଖେଳାଇଛି। ପୁଣେରେ ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ … Read More

ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନାଗିରି, (ଓଡିଶା ଟାଇମ୍): ପୋଲିସ-ମାଓବାଦୀ ଗୁଳିବିନିମୟ ।  ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଘଟିଛି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । … Read More