ଦେଶରେ ଚିହ୍ନଟ ହେଲେ ଆଉ ୪୧,୧୯୫ କରୋନା ସଂକ୍ରମିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। … Read More

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ

ପୁରୀ, (ଓଡିଶା ଟାଇମ୍): କରୋନା ୨ୟ ତରଙ୍ଗ ବୃଦ୍ଧି ପରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସହ ପୁରୀ ଶ୍ରୀମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଥିଲା । ଦୀର୍ଘଦିନର ଅପେକ୍ଷା ପରେ ଆଜି ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନର ସୁଯୋଗ ମିଳିଛି । … Read More

ହିମାଚଳରେ ଭୀଷଣ ବର୍ଷା ଓ ଭୂସ୍ଖଳନ ପରେ ଭୂକମ୍ପ ଝଟକା

ଶିମଲା, (ଓଡିଶା ଟାଇମ୍): ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ମଧ୍ୟରେ ଭୂକମ୍ପ ଝଟକା ଲାଗିଛି। ରାଜଧାନୀ ଶିମଲାରେ ସକାଳେ ୮ଟା ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଜନଜୀବନ … Read More

୧୬ ସୁଦ୍ଧା ମୌସୁମି ସ୍ବାଭାବିକ

ଭୁବନେଶ୍ବର, (ଓଡିଶା ଟାଇମ୍): ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିହାର ଓ ଅରୁଣାଞ୍ଚଳ ପ୍ରଦେଶ ପୂର୍ବରେ ରହିଛି। ଫଳରେ ରାଜ୍ୟରେ ଏବେ ଦୁର୍ବଳ ମୌସୁମି ବାୟୁ ରହିଛି। ଆସନ୍ତା ୧୫ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ ପରିସ୍ଥିତିକୁ … Read More

୧୦୦ ପୁଲିସ କର୍ମଚାରୀ ମହାନିର୍ଦେଶକଙ୍କ ସମ୍ମାନ ପାଇଁ ମନୋନୀତ

ଭୁବନେଶ୍ବର, (ଓଡିଶା ଟାଇମ୍): ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁଲିସର ବରିଷ୍ଠ ଆଇପିଏସ୍‌ ସ୍ତରରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ୧୦୦ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୧ ବର୍ଷ ପାଇଁ ଆସନ୍ତା ସ୍ବାଧୀନତା ଦିବସ ଅବସରରେ ପୁଲିସ ମହାନିର୍ଦେଶକଙ୍କ ସମ୍ମାନ … Read More

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ … Read More

+୨ ନାମଲେଖା ଲାଗି ଆଜିଠୁ ଆବେଦନ: ସେପ୍ଟେମ୍ବର ୫ ଯାଏଁ ଶେଷ ତାରିଖ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଆବେଦନ କରିପାରିବେ। ଏଥିପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନପତ୍ର ମିଳିବ। ସେପ୍ଟେମ୍ବର ୫ ତାରିଖ ଆବେଦନର ଶେଷ … Read More

୨୪ ଘଣ୍ଟାରେ ବାହାରିଲେ ୧୧୦୭ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୧୮୨ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ ,(ଓଡିଶା ଟାଇମ୍): ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏକ ଦୁର୍ଘଟଣାରେ ଆହତ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିନେତା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ମଙ୍ଗଳବାର … Read More

ଓବିସି ସମୁଦାୟକୁ ବଡ ଉପହାର, ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜ୍ୟକୁ ଓବିସି(ଅନ୍ୟାନ୍ୟ ପଛୁଆ ବର୍ଗ) ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାର ଅଧିକାର ଦେଉଥିବା ୧୨୭ତମ ସାମ୍ଵିଧାନିକ ବିଧେୟକକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଛି। ସଂସଦର ଉଚ୍ଚସଦନରେ ଉପସ୍ଥିତ ସମସ୍ତ ୧୮୬ ସାଂସଦ ଏହି ବିଧେୟକର ସମର୍ଥନ କରିଛନ୍ତି। ଏହା … Read More