ଭଦ୍ରକ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଭଦ୍ରକ, (ଓଡିଶା ଟାଇମ୍): ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକଙ୍କ ଗାଡି । ତେବେ ଦୁର୍ଘଟଣାରେ ବିଧାୟକ ସଞ୍ଜୀବ ମଲ୍ଲିକ ସୁରକ୍ଷିତ ଥିବା ସୂଚନା । ଭୁବନେଶ୍ୱରରୁ ଭଦ୍ରକ ଆସିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ଜାରକା ଛକ ନିକଟରେ ଘଟିଛି … Read More

ଭିଜିଲାନ୍ସ ଜାଲରେ ଆଇପିଓ

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଆଇପିଓ ସୀତାରାମ ସାହୁ । ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି । ଏକାସାଙ୍ଗ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ … Read More

ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି … Read More

୨୪ ଘଣ୍ଟାରେ ବାହାରିଲେ ୯୯୩ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୭୧୪୬ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଆଜି ଅଗଷ୍ଟ ୧୮ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ସୁଯୋଗର ସଦୁପଯୋଗ କରିପାରନ୍ତି । ପରିବାରର ମୁଖ୍ୟ ଭାବେ ବହୁ ସମ୍ମାନର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ଓ ପାରିବାରିକ ସ୍ନେହ ରହିବ । ଶୁଭ ରଙ୍ଗ ଗ୍ରୀନ୍ … Read More

ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ: ଆଫଗାନି ମହିଳାଙ୍କୁ କରିବ ସାମିଲ

କାବୁଲ, (ଓଡିଶା ଟାଇମ୍): ତାଲିବାନ ଆଫଗାନିସ୍ତାନରେ କବଜା କରିବା ପରେ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ସରକାରୀ କର୍ମଚାରୀଙ୍କୁ କ୍ଷମା କରିବା ସହ କାମକୁ ଫେରିବାକୁ ନିର୍ଦ୍ଦେଶ ଦେବା ପରେ ତାଲିବାନ ଆଉ ଏକ ବଡ ଘୋଷଣା … Read More

ଅଗଷ୍ଟ ୨୦ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ୨୦ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ ପ୍ରକ୍ରିୟା । ଓ୍ବେବସାଇଟ୍ samsodisha.gov.in ରେ ଅନ୍‌ଲାଇନରେ ଆବେଦନ କରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଆବେଦନ ଚାଲିବ । ସେପ୍ଟେମ୍ବର … Read More

୨୪ ଘଣ୍ଟାରେ ବାହାରିଲେ ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ … Read More

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବରଗଡ଼, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଫରେଷ୍ଟର । ବରଗଡ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପଦ୍ମପୁର … Read More

ଆମେରିକା ସମର୍ଥକଙ୍କୁ ଖୋଜୁଛନ୍ତି ତାଲିବାନ ଆତଙ୍କି

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ରହଣି ସମୟରେ ସେମାନଙ୍କୁ ସହଯୋଗ ଓ ସମର୍ଥନ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ତାଲିବାନ ଆତଙ୍କିମାନେ ଖୋଜିବା ଆରମ୍ଭ କରିଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ … Read More