ସ୍କୁଲ ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି … Read More

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଡିଏଫଓଙ୍କୁ ୩ ଘଣ୍ଟା ମରାଥନ୍ ଜେରା କଲା କ୍ରାଇମବ୍ରାଞ୍ଚ

ଗଜପତି, (ଓଡିଶା ଟାଇମ୍): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ଡିଏଫଓଙ୍କୁ ୩ ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଜେରା ପରେ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ … Read More

ମାଆ ଓ ପୁଅଙ୍କ ହୃଦୟସ୍ପର୍ଶୀ ଫଟୋ ; ଡିଏସପି ପୁଅ – ଏଏସଆଇ ମାଆ ପରସ୍ପରକୁ କରୁଛନ୍ତି ସାଲ୍ୟୁଟ

ମୁମ୍ବାଇ, (ଓଡିଶା ଟାଇମ୍): ଗୁଜରାଟ ପୁଲିସରେ କାର୍ଯ୍ୟ କରୁଥିବା ଜଣେ ମାଆ ଓ ପୁଅଙ୍କ ହୃଦୟସ୍ପର୍ଶୀ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଗୁଜରାଟ ଜନସେବା ଆୟୋଗର ଅଧ୍ୟକ୍ଷ ଦୀନେଶ ଦସା ଟ୍ୱିଟରରେ ଏହି ଫଟୋ ପୋଷ୍ଟ କରିଛନ୍ତି। … Read More

କାବୁଲ ବିମାନବନ୍ଦର ନିକଟରୁ ଭାରତୀୟଙ୍କ ସମେତ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନୀ !

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର ବର୍ବରତା ଜାରି । ସୂଚନାନୁସାରେ, ତାଲିବା ଆତଙ୍କୀମାନେ ଜୋର ଜବରଦସ୍ତ ୧୫୦ ଜଣଙ୍କୁ କାବୁଲ ବିମାନବନ୍ଦରରୁ ଉଠାଇ ନେଇଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ … Read More

ମାଷ୍ଟରକ୍ୟାଣ୍ଟିନ ଘୋଡାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ଯେଉଁ ସ୍ଥାନରେ ଘୋଡ଼ା ଥିଲା ସେ ସ୍ଥାନରେ ରହିଛି । କିନ୍ତୁ ତାର ପାରିପାର୍ଶ୍ବିକ ପ୍ରତିମୂର୍ତ୍ତିଙ୍କୁ ଉଠାଯାଉଛି । ସେଠାରେ ବିଡିଏ, ସ୍ମାର୍ଟସିଟି ଲିମିଟେଡର ଅଧିକାରୀଙ୍କ ସହ … Read More

ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ; ଚୀନ୍‌ ସରକାରଙ୍କ ସମର୍ଥନ

ବେଜିଂ,(ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲକୁ ଚୀନ ସମର୍ଥନ କରିଥିବାବେଳେ ଦେଶବାସୀ ଏହାକୁ ସମାଲୋଚନା କରିଛନ୍ତି । ଇସଲାମିକ ଚରମପନ୍ଥୀ ନାମରେ ଆଫଗାନିସ୍ତାନରେ ଯୁଦ୍ଧ ଚଳାଇଥିବା ଏକ ସଂଗଠନକୁ ସମର୍ଥନ କରିବା ଠିକ୍ ନୁହେଁ ବୋଲି ଚୀନବାସୀ କହିଛନ୍ତି । … Read More

ଜାମ୍ମୁ କାଶ୍ମୀର ସୁରକ୍ଷା ବାହିନୀଙ୍କୁ ସଫଳତା

ଜାମ୍ମୁ, (ଓଡିଶା ଟାଇମ୍): ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ ସଫଳତା । ଜାମ୍ମୁ କାଶ୍ମୀରରେ ଅବନ୍ତିପୋରାର ନାଗବେରନ ତ୍ରାଲ ଜଙ୍ଗଲ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ଗୋଟିଏ … Read More

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ପୁଣି ୬ ଚୀନ ଇଞ୍ଜିନିୟରଙ୍କ ମୃତ୍ୟୁ

ଲାହୋର, (ଓଡିଶା ଟାଇମ୍): ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ଗ୍ବାଦର ସିଟିରେ ହୋଇଥିବା ବିସ୍ଫୋରଣରେ ପୁଣି ୬ ଚୀନ ଇଞ୍ଜିନିୟର ପ୍ରାଣ ହରାଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ ଏହି ବ୍ଲାଷ୍ଟ ବଲୋଚ ଫାଇଟର୍ସଙ୍କ ଦ୍ବାରା କରାଯାଇଛି । ନିକଟରେ ପାକିସ୍ତାନର … Read More

ଆଜିଠୁ ଗଞ୍ଜାମରେ ସ୍ମାର୍ଟ କ୍ଲାସ: ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, (ଓଡିଶା ଟାଇମ୍): ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ ତାରିଖଠାରୁ ୩୦ ତାରିଖ ମଧ୍ୟରେ ୫ ଦିନ ବ୍ୟାପି କାର୍ଯ୍ୟକ୍ରମରେ ୫୦ଟି … Read More

ସୋମନାଥ ମନ୍ଦିର ଆମ ବିଶ୍ବାସର ପ୍ରେରଣାରସ୍ଥଳ : ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ସୋମନାଥ ମନ୍ଦିରରେ ଅନେକ ନୂତନ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୋମନାଥ ‘ସମୁଦ୍ର ଦର୍ଶନ’ ପଦଯାତ୍ରା, ସୋମନାଥ ପ୍ରଦର୍ଶନୀ କେନ୍ଦ୍ରର ଉଦଘାଟନ କରିଥିଲେ ଏବଂ ଭିଡିଓ … Read More